ଢେଙ୍କାନାଳ: ଓକିଲ ସଂଘର ପ୍ରତିବାଦ । ଚୀନ ଆକ୍ରମଣରେ 20 ଭାରତୀୟ ଯବାନଙ୍କ ସହିଦ ଘଟଣାରେ ଢେଙ୍କାନାଳ ଆଇନଜୀବୀ ମାନଙ୍କ ପକ୍ଷରୁ ପ୍ରତିବାଦ ପ୍ରଦର୍ଶନ କରାଯାଇଛି ।
ଚୀନ ବିରୋଧରେ ଢେଙ୍କାନାଳରେ ଆଇନଜୀବୀଙ୍କ ପ୍ରତିବାଦ - ଓକିଲ ସଂଘର ପ୍ରତିବାଦ
ଚୀନ ଆକ୍ରମଣରେ 20 ଭାରତୀୟ ଯବାନଙ୍କ ସହିଦ ଘଟଣାରେ ଢେଙ୍କାନାଳ ଆଇନଜୀବୀ ମାନଙ୍କ ପକ୍ଷରୁ ପ୍ରତିବାଦ ପ୍ରଦର୍ଶନ କରାଯାଇଛି ।

ଢେଙ୍କାନାଳରେ ଚାଇନା ବିରୋଧରେ ଆଇନଜୀବୀଙ୍କ ପ୍ରତିବାଦ
ଢେଙ୍କାନାଳରେ ଚାଇନା ବିରୋଧରେ ଆଇନଜୀବୀଙ୍କ ପ୍ରତିବାଦ
ଗୁରୁବାର ଜିଲ୍ଲା ଓକିଲ ସଂଘ ପକ୍ଷରୁ ସିଭିଲ କୋର୍ଟ ସମ୍ମୁଖରେ ଏହି ପ୍ରତିବାଦ ପ୍ରଦର୍ଶନ କରାଯାଇଛି । ଏପରିକି ଚାଇନା ରାଷ୍ଟ୍ରପତିଙ୍କ କୁଶ ପୁଟଳିକା ଦାହ କରିଛନ୍ତି ଆଇନଜୀବୀ । ଆଜି ଠାରୁ ଚୀନ ସାମଗ୍ରୀ ବର୍ଜନ କରିବାକୁ ଓକିଲମାନେ ଜନ ସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ