ଢେଙ୍କାନାଳ: ବିରାଟ ଅଜଗର ସାପ ମୃତ । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ । ତେବେ ଗିରଫ ଶିକାରୀ ଜଣଙ୍କ ସଦର ଥାନା ଭାପୁର ବରସୁପାଳ ଗ୍ରାମର ଧଡ଼ିଆ ନାଏକ ବୋଲି ଜଣାପଡିଛି । ଏହି ଘଟଣାରେ ସଦର ରେଞ୍ଜର ବନ କର୍ମଚାରୀମାନେ ଏକ ଅଜଗର ସାପ ଶିକାରୀକୁ ଗିରଫ କରିଛନ୍ତି ।
ବିରାଟ ଅଜଗର ମୃତ, ଶିକାରୀକୁ ଗିରଫ କଲା ଢେଙ୍କାନାଳ ବନବିଭାଗ - ଢେଙ୍କାନାଳ ସଦର ରେଞ୍ଜ ଅଫିସର
୧୨ ଫୁଟ ଲମ୍ବର ଅଜଗର ସାପର ମୃତ୍ୟୁ । ଢେଙ୍କାନାଳ ସଦର ରେଞ୍ଜ ଅଧିକାରୀମାନେ ଚଢାଉବେଳେ ଶିକାରୀ ଗିରଫ । ଅଧିକ ପଢନ୍ତୁ...
ବିରାଟ ଅଜଗର ସାପ ମୃତ, ଶିକାରୀକୁ ଗିରଫ କଲା ଢେଙ୍କାନାଳ ବନବିଭାଗ
ବିରାଟ ଅଜଗର ସାପ ମୃତ, ଶିକାରୀକୁ ଗିରଫ କଲା ଢେଙ୍କାନାଳ ବନବିଭାଗ
ଏନେଇ ବିଶେଷ ସୂତ୍ରରୁ ଖବର ପାଇ ଢେଙ୍କାନାଳ ସଦର ରେଞ୍ଜ ଅଧିକାରୀମାନେ ଚଢ଼ାଉ କରିଥିଲେ ବୋଲି ପ୍ରକାଶ କରିଛନ୍ତି ସଦର ରେଞ୍ଜ ଅଫିସର । ତେବେ ବନ କର୍ମଚାରୀମାନେ ଗିରଫ ଅଭିଯୁକ୍ତ ଠାରୁ ୧୨ଫୁଟ ଲମ୍ବର ଏକ ମୃତ ଅଜଗର ସାପକୁ ଉଦ୍ଧାର କରିଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ