ଓଡିଶା

odisha

ETV Bharat / state

ଭୟାବହ ଅଗ୍ନିକାଣ୍ଡ, ହାଇଓ୍ବା ଧକ୍କାରେ ବିଦ୍ୟୁତ ତାର ଛିଣ୍ଡି ଲାଗିଛି ନିଆଁ - ଢେଙ୍କାନାଳ କଣ୍ଟା ବଣିଆ ଛକ

ଢେଙ୍କାନାଳ ଜିଲ୍ଲାର କଣ୍ଟା ବଣିଆ ଛକରେ ଭୟାବହ ଅଗ୍ନିକାଣ୍ଡ । ହାଇଓ୍ବା ଧକ୍କାରେ ବିଦ୍ୟୁତ ତାର ଛିଣ୍ଡି ଲାଗିଛି ଭୟଙ୍କର ନିଆଁ। ଅଧିକ ପଢନ୍ତୁ...

ଢେଙ୍କାନାଳ କଣ୍ଟା ବଣିଆ ଛକରେ ଭୟାବହ ଅଗ୍ନିକାଣ୍ଡ, ହାଇଓ୍ବା ଧକ୍କାରେ ବିଦ୍ୟୁତ ତାର ଛିଣ୍ଡି ଲାଗିଛି ନିଆଁ
ଢେଙ୍କାନାଳ କଣ୍ଟା ବଣିଆ ଛକରେ ଭୟାବହ ଅଗ୍ନିକାଣ୍ଡ, ହାଇଓ୍ବା ଧକ୍କାରେ ବିଦ୍ୟୁତ ତାର ଛିଣ୍ଡି ଲାଗିଛି ନିଆଁ

By

Published : Mar 30, 2021, 11:04 PM IST

ଢେଙ୍କାନାଳ: ଜିଲ୍ଲାର କଣ୍ଟା ବଣିଆ ଛକରେ ଭୟାବହ ଅଗ୍ନିକାଣ୍ଡ । ହାଇଓ୍ବା ଧକ୍କାରେ ବିଦ୍ୟୁତ ତାର ଛିଣ୍ଡି ଲାଗିଛି ଭୟଙ୍କର ନିଆଁ। ତେବେ ନିଆଁ ଲିଭାଇବା ଲାଗି ଟାଟା ଷ୍ଟିଲର ଦମକଳ ବାହିନୀ କରୁଛି ଉଦ୍ୟମ । ଅଗ୍ନିକାଣ୍ଡକୁ ନେଇ ଅଞ୍ଚଳବାସୀ ଆତଙ୍କିତ ଅଛନ୍ତି ।

ଢେଙ୍କାନାଳ କଣ୍ଟା ବଣିଆ ଛକରେ ଭୟାବହ ଅଗ୍ନିକାଣ୍ଡ, ହାଇଓ୍ବା ଧକ୍କାରେ ବିଦ୍ୟୁତ ତାର ଛିଣ୍ଡି ଲାଗିଛି ନିଆଁ


ଏହି ଅଗ୍ନିକାଣ୍ଡରେ ଆଖପାଖ ଅଞ୍ଚଳକୁ ମଧ୍ୟ ନିଆଁ ବ୍ୟାପିଯାଇଛି । ସ୍ଥାନୀୟ ଟାଟା ଷ୍ଟିଲ ବିଏସଏଲ କାରଖାନାରୁ ଦମକଳ ବାହିନୀ ପହଞ୍ଚି ନିଆଁକୁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି । 55 ନମ୍ବର ଜାତୀୟ ରାଜପଥରେ ଖୁବ ଦ୍ରୁତ ବେଗରେ ଯାଉଥିବା ଏକ ହାଇଓ୍ବା ରାସ୍ତା ପାର୍ଶ୍ଵ ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେବାରୁ ବିଦ୍ୟୁତ ତାର ଛିଣ୍ଡି ଏହି ଅଗ୍ନିକାଣ୍ଡ ଘଟିଛି ।

ଦୁର୍ଘଘଟଣା ଘଟାଇଥିବା ହାଇଓ୍ବାଟି ନିଆଁରୁ ଆଳ୍ପକେ ବର୍ତ୍ତି ଯାଇଛି । ଛିଣ୍ଡିଥିବା ବିଦ୍ୟୁତ ତାର ନିଆଁରୁ ଥାନା ଚାରିପଟେ ଥିବା କାଶତଣ୍ଡି ଓ ଅଖ ପାଖ ସବୁ ଜଳି ଯାଉଥିବା ଦେଖିବାକୁ ମିଳିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details