ଢେଙ୍କାନାଳ: ଗଁନ୍ଦିଆ ବ୍ଲକ 4 ଦିନ ସଟଡାଉନ ଘୋଷଣା । କୋରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଢେଙ୍କାନାଳ ଜିଲ୍ଲାର ଗଁନ୍ଦିଆ ବ୍ଲକକୁ ୪ଦିନ ସଟଡାଉନ ଘୋଷଣା କରାଯାଇଛି ।
ଗଁନ୍ଦିଆ ବ୍ଲକ 4 ଦିନ ସଟଡାଉନ - ଗଁନ୍ଦିଆ ବ୍ଲକ
କୋରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଢେଙ୍କାନାଳ ଜିଲ୍ଲାର ଗଁନ୍ଦିଆ ବ୍ଲକକୁ ୪ଦିନ ସଟଡାଉନ ଘୋଷଣା କରାଯାଇଛି ।
![ଗଁନ୍ଦିଆ ବ୍ଲକ 4 ଦିନ ସଟଡାଉନ shutdown i](https://etvbharatimages.akamaized.net/etvbharat/prod-images/768-512-8278340-152-8278340-1596448482923.jpg)
ଗଁନ୍ଦିଆ ବ୍ଲକ 4ଦିନ ସଟଡାଉନ
ଏହି ସଟଡାଉନ ଅଗଷ୍ଟ ୪ ତାରିଖରୁ ଆସନ୍ତା ୭ତାରିଖ ଯାଏଁ ଲାଗୁ ହେବ । ଜିଲ୍ଲାରେ ଅହେତୁକ କୋରୋନା ମାମଲାକୁ ନିୟନ୍ତ୍ରଣ କରିବା ନିମନ୍ତେ ଏପରି ନିଷ୍ପତ୍ତି ନିଆଯାଇଛି ଢେଙ୍କାନାଳ ଜିଲ୍ଲାପାଳ କହିଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ