ଓଡିଶା

odisha

ETV Bharat / state

ମାଟ୍ରିକ ପରୀକ୍ଷାର ଚତୁର୍ଥ ଦିନରେ କପି କରି ଧରାପଡିଲେ 28 ଛାତ୍ରଛାତ୍ରୀ - dhenkanal matric exam news

ମାଟ୍ରିକ ପରୀକ୍ଷାର ୪ର୍ଥ ଦିନରେ ଢେଙ୍କାନାଳ ଜିଲ୍ଲାରେ କପି କରି 28 ଜଣ ଛାତ୍ରଛାତ୍ରୀଙ୍କୁ ମାଲପ୍ରାକ୍ଟିସ୍ (ଏମପି) କରାଯାଇଛି ।

28 students mp in dhenkanal
ମାଟ୍ରିକ ପରୀକ୍ଷାର ଚତୁର୍ଥ ଦିନରେ କପି କରି ଧରାପଡିଲେ 28 ଛାତ୍ରଛାତ୍ରୀ

By

Published : Feb 26, 2020, 7:27 PM IST

ଢେଙ୍କାନାଳ: ପୁଣି 28ଜଣ ଛାତ୍ରଛାତ୍ରୀଙ୍କୁ ମାଲପ୍ରାକ୍ଟିସ୍ (ଏମପି) କରାଯାଇଛି । ମାଟ୍ରିକ ପରୀକ୍ଷାର ୪ର୍ଥ ଦିନରେ ଢେଙ୍କାନାଳ ଜିଲ୍ଲାରେ କପି କରି 28ଜଣ ଛାତ୍ରଛାତ୍ରୀଙ୍କୁ ମାଲପ୍ରାକ୍ଟିସ୍ କରାଯାଇଛି ।

ମାଟ୍ରିକ ପରୀକ୍ଷାର ଚତୁର୍ଥ ଦିନରେ କପି କରି ଧରାପଡିଲେ 28 ଛାତ୍ରଛାତ୍ରୀ

ସୂଚନା ଅନୁଯାୟୀ, ବୁଧବାର ଗଣିତ ପରୀକ୍ଷା ଥିଲା । ଯେଉଁ ପରୀକ୍ଷାରେ ୨୮ ଜଣ ଛାତ୍ରଛାତ୍ରୀ କପି କରୁଥିବା ବେଳେ ଧରାପଡିବାରୁ ସେମାନଙ୍କୁ ମାଲପ୍ରାକ୍ଟିସ କରାଯାଇଛି। ସେଥି ମଧ୍ୟରେ ହିନ୍ଦୋଳ ବ୍ଲକ ପାରିକୂଳ ହାଇସ୍କୁଲର ସର୍ବାଧିକ ୧୩ଜଣ କପି ଧରାପଡିଥିବା ଜଣାପଡିଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details