ଢେଙ୍କାନାଳ: ଜନଗହଳିପୂର୍ଣ୍ଣ ଢେଙ୍କାନାଳ କୁଞ୍ଜକାନ୍ତ ଇନକମ୍ ଟାକ୍ସ ଅଫିସ ନିକଟରୁ ୧୦ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର । ତେବେ ସାପଟିକୁ ପ୍ରଥମେ ସ୍ଥାନୀୟ ବାସିନ୍ଦା ଦେଖିଥିଲେ । ଖବର ପାଇ ସାପ ଉଦ୍ଧାରକାରୀ ଟିମର ସଦସ୍ୟ ଜିତୁ ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ଡ୍ରେନରୁ ସାପଟିକୁ ଉଦ୍ଧାର କରିଥିଲେ । ପରେ ଉକ୍ତ ସାପକୁ ବନ କର୍ମଚାରୀଙ୍କୁ ହସ୍ତାନ୍ତର କରିଥିଲେ ।
ଜନଗହଳିପୂର୍ଣ୍ଣ ସ୍ଥାନରୁ ୧୦ଫୁଟର ଅଜଗର ସାପ ଉଦ୍ଧାର - ଅଜଗର ସାପ ଉଦ୍ଧାର
ଢେଙ୍କାନାଳ କୁଞ୍ଜକାନ୍ତ ଇନକମ୍ ଟାକ୍ସ ଅଫିସ ନିକଟରୁ ୧୦ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର । ପରେ ଖବର ପାଇ ସାପ ଉଦ୍ଧାରକାରୀ ଟିମ ପହଞ୍ଚି ଡ୍ରେନରୁ ସାପଟିକୁ ଉଦ୍ଧାର କରିଥିଲେ । ଅଧିକ ପଢନ୍ତୁ...

ଜନଗହଳିପୂର୍ଣ୍ଣ ସ୍ଥାନରୁ ୧୦ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର
ଜନଗହଳିପୂର୍ଣ୍ଣ ସ୍ଥାନରୁ ୧୦ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର
ସାପଟି ଏକ ରକ ପାଇଥନ ଶ୍ରେଣୀର ବୋଲି ଜଣାପଡିଛି । ତେବେ ପାଖ ପାଣି ଓହଲା ପାହାଡ଼ରୁ ଉକ୍ତ ସାପଟି ପଳାଇ ଆସିଥିବା ଅନୁମାନ କରାଯାଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ