ଓଡିଶା

odisha

ETV Bharat / state

ଜଗତପୁର ରେଳ ଧାରଣାରୁ ଅଜଣା ମୃତଦେହ ଉଦ୍ଧାର - ଜଗତପୁର ରେଳ ଧାରଣାରୁ ଅଜଣା ମୃତଦେହ ଉଦ୍ଧାର

ଜଗତପୁର ରେଳ ପୋଲ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଯୁବକଙ୍କ ମୃତ ଦେହ ନିକଟରୁ ଏକ ବ୍ୟାଗ ମିଳିଛି । ସେହି ବ୍ୟାଗରୁ କିଛି ଜିନିଷ ମଧ୍ୟ ରହିଥିବାର ଦେଖାଯାଇଥିଲା । ମନିଷ କୁମାର ନାମକ ବ୍ୟକ୍ତିଙ୍କ ଆଧାର କାର୍ଡ ମଧ୍ୟ ସେହି ବ୍ୟାଗରୁ ମିଳିଛି । ଅଧିକ ପଢନ୍ତୁ...

ଜଗତପୁର ରେଳ ଧାରଣାରୁ ଅଜଣା ମୃତଦେହ ଉଦ୍ଧାର
ଜଗତପୁର ରେଳ ଧାରଣାରୁ ଅଜଣା ମୃତଦେହ ଉଦ୍ଧାର

By

Published : Mar 14, 2021, 4:40 PM IST

କଟକ : ଜଗତପୁର ରେଳ ପୋଲ ନିକଟରୁ ଯୁବକଙ୍କ ମୃତ ଦେହ ଉଦ୍ଧାର । ଯୁବକଙ୍କ ମୃତ ଦେହ ନିକଟରୁ ଏକ ବ୍ୟାଗ ମିଳିଛି । ସେହି ବ୍ୟାଗରୁ କିଛି ଜିନିଷ ମଧ୍ୟ ରହିଥିବାର ଦେଖାଯାଇଥିଲା । ମନିଷ କୁମାର ନାମକ ବ୍ୟକ୍ତିଙ୍କ ଆଧାର କାର୍ଡ ମଧ୍ୟ ସେହି ବ୍ୟାଗରୁ ମିଳିଛି ।

ଜଗତପୁର ରେଳ ଧାରଣାରୁ ଅଜଣା ମୃତଦେହ ଉଦ୍ଧାର

ମିଳିଥିଵା ଆଧାର କାର୍ଡରେ ଦକ୍ଷିଣ ପଶ୍ଚିମ ଦିଲ୍ଲୀର ପାଲନପୁର ଠିକଣା ରହିଛି । ଘଟଣାସ୍ଥଳରେ ରେଳବାଇ ପୋଲିସ ଯାଞ୍ଚ ଆରମ୍ଭ କରିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏଯାବତ ସ୍ପଷ୍ଟ ହୋଇପାରିନି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details