କଟକ: ଓସିଏର ବସିଲା ସାଧାରଣ ପରିଷଦ ବୈଠକ। ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ହୋଇଛି ଆଲୋଚନା । କିପରି ଜିଲ୍ଲାସ୍ତରରେ ଅଧିକ ମ୍ୟାଚ ଖେଳାଯିବ ତା'କୁ ନେକ ଦିଆଯିବ ଫୋକସ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି ।
ଏହାଛଡା ଟର୍ଫ ପିଚ୍ର ନିର୍ମାଣ ଶୀଘ୍ର ନିର୍ମାଣ ହେବ । ଯାହାଦ୍ବାରା ଖେଲଳିମାନଙ୍କୁ ଆଉ ଅସୁବିଧାର ଶିକାର ହେବାକୁ ପଡିବନି ।