କଟକ: ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ କୋର୍ଟରେ ଅନୁପସ୍ଥିତ ରହିବେ ଆଇନଜୀବୀ । କରୋନା ଭୂତାଣୁ ପାଇଁ ଏଭଳି ନିଷ୍ପତି ନେଇଛି ହାଇକୋର୍ଟ ବାର ଆସୋସିଏସନ । କରୋନା ସତର୍କତା ପାଇଁ ମଙ୍ଗଳବାର ହାଇକୋର୍ଟ ବାର ପରିସରରେ ଡକାଯାଇଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି ।
କରୋନା ପ୍ରଭାବ: ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ କୋର୍ଟରେ ଅନୁପସ୍ଥିତ ରହିବେ ଆଇନଜୀବି