କଟକ: 3ୟ ଦିନରେ ପହଁଚିଲା 62ତମ ପୋଲିସ ଅଫିସର ସମ୍ମିଳନୀ । ଆଜିର ଦିନରେ ଅନେକ ପୋଲିସ ଅଧିକାରୀଙ୍କ ସହ ହେଲା ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ଆଲୋଚନା କଲେ ପୋଲିସ ଡିଜି ଅଭୟ । ବିଶେଷକରି ସାଇବର କ୍ରାଇମ ଉପରେ ହେଲା ଅଲୋଚନା ।
‘ସାଇବର କ୍ରାଇମ ରୋକିବାକୁ ନୂଆ ଟ୍ରିକ ଆବଶ୍ୟକ’ - 62 ତମ ପୋଲିସ ଅଫିସର ସମ୍ମିଳନୀ
3ୟ ଦିନରେ ପହଁଚିଲା 62ତମ ପୋଲିସ ଅଫିସର ସମ୍ମିଳନୀ । ଆଜିର ଦିନରେ ଅନେକ ପୋଲିସ ଅଧିକାରୀଙ୍କ ସହ ହେଲା ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ସାଇବର କ୍ରାଇମ ରୋକିବାକୁ ନୂଆ ଟ୍ରିକ ସମ୍ପର୍କରେ ହେଲା ଆଲୋଚନା । ଅଧିକ ପଢନ୍ତୁ...
ସାଇବର କ୍ରାଇମ ରୋକିବାକୁ ନୂଆ ଟ୍ରିକ
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ