କଟକ: ଆସନ୍ତା ଜୁଲାଇ 21ରୁ ହେବ ସପ୍ଲିମେଟାରି ଖାତା ମୂଲ୍ଯାୟନ। ଓଡିଶା ମୁକ୍ତ ବିଦ୍ୟାଳୟର ସପ୍ଲିମେଣ୍ଟାରୀ ଖାତା ମଧ୍ୟ ଦେଖାଯିବ। ଏହି ପ୍ରକ୍ରିୟା ଜୁଲାଇ 21 ରୁ ଜୁଲାଇ 23 ତାରିଖ ପର୍ଯ୍ୟନ୍ତ ଜାରି ରହିବ।
ମୂଲ୍ୟାୟନ ପ୍ରକ୍ରିୟାରେ ସାମିଲ ହେବେ ସମୁଦାୟ 3ହଜାର 9 ଶହ ଶିକ୍ଷକ ,ଶିକ୍ଷୟତ୍ରୀ । 12 ଟା ମୂଲ୍ୟାୟନ କେନ୍ଦ୍ରରେ ହେବ ଚାଲୁରହିବ ଏହି ପ୍ରକ୍ରିୟା । ସେଥି ମଧ୍ୟରୁ 8 ଟି କେନ୍ଦ୍ରରେ ଓଡିଶା ମୁକ୍ତ ବିଦ୍ୟାଳୟର ପରୀକ୍ଷା ଖାତାର ମଧ୍ୟ ମୂଲ୍ୟାୟନ କରାଯିବ।