ଓଡିଶା

odisha

ETV Bharat / state

ନଭେମ୍ବର 26ରେ ଏସୟୁସିଆଇର ଦେଶବ୍ୟାପୀ ଆନ୍ଦୋଳନ

ବିଜୁଳି ବିଲ, ତୈଳ ଦର ବୃଦ୍ଧି ଓ ମହିଳାଙ୍କ ସୁରକ୍ଷା ଆଦି ଦିଗ ନେଇ ନଭେମ୍ବର 26 ରେ ଦେଶବ୍ୟାପୀ ଆନ୍ଦୋଳନ କରିବ ଏସୟୁସିଆଇ । ସମ୍ପୂର୍ଣ୍ଣ ପଢନ୍ତୁ..

ନଭେମ୍ବର 26ରେ ଜବାବ ଦେବେ କେନ୍ଦ୍ର ସରକାର
ନଭେମ୍ବର 26ରେ ଜବାବ ଦେବେ କେନ୍ଦ୍ର ସରକାର

By

Published : Nov 18, 2020, 7:43 PM IST

କଟକ: ବିଜୁଳି ବିଲ, ତୈଳ ଦର ବୃଦ୍ଧି ଓ ମହିଳାଙ୍କ ସୁରକ୍ଷା ଆଦି ଦିଗ ନେଇ ନଭେମ୍ବର 26 ରେ ଦେଶବ୍ୟାପୀ ଆନ୍ଦୋଳନ କରିବ ଏସୟୁସିଆଇ । ଏନେଇ କଟକରେ ମଧ୍ୟ ସମାନ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି କହିଛନ୍ତି ଏସୟୁସିଆଇ ସମ୍ପାଦକ ।

ନଭେମ୍ବର 26ରେ ଜବାବ ଦେବେ କେନ୍ଦ୍ର ସରକାର

ନଭେମ୍ବର 26ରେ ଜବାବ ଦେବେ କେନ୍ଦ୍ର ସରକାର । ଏହାର ଉତ୍ତର ଦେବେ ସରକାର । ଶାସନ ଗାଦିରେ ରହି ମନମୁଖୀ ଶାସନକୁ ଆଉ ବରଦାସ୍ତ କରାଯିବନି । ସିଧାସଳଖ ଦେଶବ୍ୟାପୀ ହେବ ବଡ଼ ଜନ ଆନ୍ଦୋଳନ। ପ୍ରତ୍ୟକ ଶୋଷିତ ବ୍ୟକ୍ତି ଏହି ଆନ୍ଦୋଳନରେ ହେବେ ସାମିଲ ବୋଲି କହିଛନ୍ତି ଏସୟୁସିଆଇ ସମ୍ପାଦକ ବିଶ୍ବାବସୁ ଦାସ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details