କଟକ: ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ନେଇ ବଢୁଛି ସମର୍ଥନ। ଶୀଘ୍ର ଚାଷୀଙ୍କୁ ନ୍ୟାୟ ନ ମିଳିଲେ ଏକ ବିଶାଳ ଜନ ଆନ୍ଦୋଳନର ସମ୍ନା କରିବେ କେନ୍ଦ୍ର ସରକାର । ଏମିତି ଏକ ଚେତାବନୀ ଦେଇଛି ଏସୟୁସିଆଇ କମ୍ୟୁନିଷ୍ଟ । କେନ୍ଦ୍ର ସରକାର ଯେଉଁ ଚାଷୀ ମାରଣା ବିଲ ପାରିତ କରିଛନ୍ତି, ତାହା ପାଇଁ ଦିଲ୍ଲୀରେ ହିଂସା ହେଉଛି । ଏପଟେ ପୋଲିସର ଦମନ ଲୀଳା ମଧ୍ୟ ସୀମା ଟପିଛି ।
ଚାଷୀ ଆନ୍ଦୋଳନ ସମର୍ଥନରେ ଏସୟୁସିଆଇ କମ୍ୟୁନିଷ୍ଟ - farmer strike
ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ନେଇ ବଢୁଛି ସମର୍ଥନ। ତେବେ ଶୀଘ୍ର ଚାଷୀଙ୍କୁ ନ୍ୟାୟ ନ ମିଳିଲେ କେନ୍ଦ୍ର ସରକାର ଏକ ବିଶାଳ ଜନ ଆନ୍ଦୋଳନର ସାମ୍ନା କରିବେ ବୋଲି ଚେତାବନୀ ଦେଇଛି ଏସୟୁସିଆଇ କମ୍ୟୁନିଷ୍ଟ । ଅଧିକ ପଢନ୍ତୁ...

ଚାଷୀ ଆନ୍ଦୋଳନ ସମର୍ଥନରେ ଏସୟୁସିଆଇ କମ୍ୟୁନିଷ୍ଟ
ଚାଷୀ ଆନ୍ଦୋଳନ ସମର୍ଥନରେ ଏସୟୁସିଆଇ କମ୍ୟୁନିଷ୍ଟ
ସରକାର ଏହି ଦିଗରେ ଯଦି ଅବଗତ ନୁହଁନ୍ତି, ତେବେ ସବୁ ଚାଷୀ ଏକାଠି ହୋଇ ଦିଲ୍ଲୀରେ ଉଠୁଥିବା ସ୍ବରକୁ ଆହୁରି ମଜଭୁତ କରିବୁ ବୋଲି ସ୍ପଷ୍ଟ କରିଛି କମ୍ୟୁନିଷ୍ଟ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ