ଓଡିଶା

odisha

ETV Bharat / state

ତାଇକୋଣ୍ଡୋ ଖେଳାଳି ନିଳିମାଙ୍କୁ କ୍ରୀଡାମନ୍ତ୍ରୀଙ୍କ ଶୁଭେଚ୍ଛା - taekwondo player

ଏସିଆନ ତାଇକୋଣ୍ଡୋ ପ୍ରତିଯୋଗିତା ଓ ବିଶ୍ୱ ତାଇକୋଣ୍ଡୋ ପ୍ରତିଯୋଗିତାରେ ପ୍ରଥମକରି ଓଡିଶା ଟିମରୁ ଜାତୀୟ ଦଳରେ ସାମିଲ ହୋଇଥିବା ନିଳିମା କଟ୍ଟୀଙ୍କୁ ସମ୍ନାନିତ କରିଛନ୍ତି ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ।

ତାଇକୋଣ୍ଡୋ ଖେଳାଳି ନିଲିମାଙ୍କୁ କ୍ରୀଡାମନ୍ତ୍ରୀଙ୍କ ଶୁଭେଚ୍ଛା
ତାଇକୋଣ୍ଡୋ ଖେଳାଳି ନିଲିମାଙ୍କୁ କ୍ରୀଡାମନ୍ତ୍ରୀଙ୍କ ଶୁଭେଚ୍ଛା

By

Published : Dec 15, 2020, 6:07 PM IST

କଟକ:ଏସିଆନ ତାଇକୋଣ୍ଡୋ ପ୍ରତିଯୋଗିତା ଓ ବିଶ୍ୱ ତାଇକୋଣ୍ଡୋ ପ୍ରତିଯୋଗିତାରେ ପ୍ରଥମକରି ଓଡିଶା ଟିମରୁ ଜାତୀୟ ଦଳରେ ସାମିଲ ହୋଇଥିବା ନିଳିମା କଟ୍ଟୀଙ୍କୁ ସମ୍ନାନିତ କରିଛନ୍ତି ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ।

ତାଇକୋଣ୍ଡୋ ଖେଳାଳି ନିଳିମାଙ୍କୁ କ୍ରୀଡାମନ୍ତ୍ରୀଙ୍କ ଶୁଭେଚ୍ଛା


ଏସିଆନର ପଞ୍ଚମ ସ୍ଥାନ ଓ ବିଶ୍ୱ ପ୍ରତିଯୋଗୀରେ 12 ତମ ସ୍ଥାନ ଗ୍ରହଣ କରିବା ପରେ ରାଜ୍ୟ କ୍ରୀଡା ବିଭାଗ ଅପକ୍ଷରୁ ନିଳିମାଙ୍କୁ ସମ୍ନାନିତ କରାଯାଇଛି ।

ତାଇକୋଣ୍ଡୋ ଖେଳାଳି ନିଳିମାଙ୍କୁ କ୍ରୀଡାମନ୍ତ୍ରୀଙ୍କ ଶୁଭେଚ୍ଛା

ଏହାସହ ଇଣ୍ଡୋର ଷ୍ଟାଡିୟମରେ ଅଭ୍ୟାସ କରୁଥିବା ଅନେକ ଦକ୍ଷ ଖେଳାଳିଙ୍କୁ ବ୍ଲାକ ବେଲ୍ଟ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରିଥିଲେ ମନ୍ତ୍ରୀ । ଏହାସହ କୋଚ ଅମରେନ୍ଦ୍ର ପୃଷ୍ଟିଙ୍କୁ ମଧ୍ୟ ଆଗକୁ ଆହୁରି ତାଇକୋଣ୍ଡୋ ଖେଳାଳି ସାମ୍ନାକୁ ଆଣିବାକୁ ପ୍ରଚେଷ୍ଟା ଜାରି ରଖିବାକୁ କହିଛନ୍ତି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ।


କଟକରୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭି ଭାରତ

ABOUT THE AUTHOR

...view details