କଟକ: ସଟଡାଉନ ହେଲା କଟକ । ଜୁଲାଇ 8 ତାରିଖ ପର୍ଯ୍ୟନ୍ତ ସମଗ୍ର ସହର ହେବ ସଟଡାଉନ । କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ଶନିବାର ଏଭଳି ନିଷ୍ପତ୍ତି ନେଇଛି କଟକ ମହାନଗର ନିଗମ ।
ଆସନ୍ତା 8 ଯାଏଁ ସଟଡାଉନ ସିଲଭରସିଟି, ଜାଣନ୍ତୁ ଗାଇଡଲାଇନ
କଟକ: ସଟଡାଉନ ହେଲା କଟକ । ଜୁଲାଇ 8 ତାରିଖ ପର୍ଯ୍ୟନ୍ତ ସମଗ୍ର ସହର ହେବ ସଟଡାଉନ । କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ଶନିବାର ଏଭଳି ନିଷ୍ପତ୍ତି ନେଇଛି କଟକ ମହାନଗର ନିଗମ ।
ନଜର ପକାନ୍ତୁ କ’ଣ ରହିଛି ଗାଇଡଲାଇନ:-
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ