କଟକ: ସାଲେପୁର କେନ୍ଦୁପାଟଣା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ 3 ଯୁବକ ମୃତ । ଗୋଟିଏ ବାଇକରେ ତିନି ଜଣ ଯୁବକ ଯାଉଥିବା ବେଳେ ଅଜଣା ଗାଡି ସହ ଧକ୍କା ହୋଇ ଦୁର୍ଘଟଣା ଘଟିଥିଲା । ମୃତକମାନେ ହେଲେ ସାଲେପୁର ନାନ୍ଦୋଳ ଗାଁର ମୁନା, ରିହାନ, ହୀରା ।
ସାଲେପୁରରେ ବାଇକକୁ ପିଟିଲା ଅଜଣା ଗାଡି, 3 ମୃତ - କଟକ ସାଲେପୁରରେ ଦୁର୍ଘଟଣା
କଟକ ସାଲେପୁର କେନ୍ଦୁପାଟଣା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ 3 ଯୁବକ ମୃତ ।

ସାଲେପୁର କେନ୍ଦୁପାଟଣା ଛକରେ ଦୁର୍ଘଟଣା, 3 ଯୁବକ ମୃତ
ସାଲେପୁର କେନ୍ଦୁପାଟଣା ଛକରେ ଦୁର୍ଘଟଣା, 3 ଯୁବକ ମୃତ
ସେପଟେ ଅଜଣା ଗାଡିଟି ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବା ଜଣାପଡ଼ିଛି । ସମସ୍ତଙ୍କୁ ପୋଲିସ ସହାୟତାରେ ସାଲେପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ଅଣା ଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣ କରିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ