କଟକ: ଜଗତପୁର ଛକ ନିକଟରେ ସଡ଼କ ଦୁର୍ଘଟଣା । କାର ଓ ଟ୍ରକ ପଛୁଆ ଧକ୍କା ହେବା ଫଳରେ କାର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର ଚାଳକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଜଗତପୁରରେ ସଡ଼କ ଦୁର୍ଘଟଣା, ଚାଳକ ଗୁରୁତର - ଜଗତପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
କଟକର ଜଗତପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର ଓ ଟ୍ରକ ପଛୁଆ ଧକା ହେବା ଫଳରେ କାର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..
![ଜଗତପୁରରେ ସଡ଼କ ଦୁର୍ଘଟଣା, ଚାଳକ ଗୁରୁତର ଜଗତପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଳକ ଗୁରୁତର](https://etvbharatimages.akamaized.net/etvbharat/prod-images/768-512-8132499-208-8132499-1595430009942.jpg)
ଜଗତପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଳକ ଗୁରୁତର
ତେବେ ଘଟଣାସ୍ଥଳରେ ଟ୍ରକ ଡ୍ରାଇଭର ଫେରାର ଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
କଚକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ