କଟକ: ଆରମ୍ଭ ହୋଇଛି ଐତିହାସିକ ବାଲିଯାତ୍ରା । ବେଶ ଧୁମଧାମରେ ବାଲିଯାତ୍ରାକୁ ଉଦଘାଟନ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଏହି ଅବସରରେ ଆୟୋଜିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା ଓଡ଼ିଆ ଷ୍ଟାର ଋତୁରାଜଙ୍କ ରୋମାଣ୍ଟିକ ଗୀତର ଯାଦୁ ।
ବାଲିଯାତ୍ରାରେ ଋତୁରାଜଙ୍କ ରାଜ, 'ଜିୟା ଜାଏନା' ଗୀତରେ ଝୁମିଲେ ଶ୍ରୋତା - ସାଂସ୍କୃତିକ କାର୍ଯ୍ୟକ୍ରମରେ ଋତୁରାଜ
ଆରମ୍ଭ ହୋଇଛି ବାଲିଯାତ୍ରା । ଏହି ଅବସରରେ ଆୟୋଜିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା ଓଡ଼ିଆ ଷ୍ଟାର ଋତୁରାଜଙ୍କ ରୋମାଣ୍ଟିକ ଗୀତର ଯାଦୁ ।

ବାଲିଯାତ୍ରାରେ ଋତୁରାଜଙ୍କ ରାଜ
ବାଲିଯାତ୍ରାରେ ଋତୁରାଜଙ୍କ ରାଜ
ଅନେକ ଗୀତ ବାଇବା ପରେ ହିନ୍ଦୀ ଗୀତ 'ଜିୟା ଜାଏନା ଜାଏନା' ଗାଇଥିଲେ ଋତୁରାଜ । ଯାହାକୁ ଦର୍ଶକ ବେଶ ବେଶ ପସନ୍ଦ କରିବା ସହ ଗୀତର ତାଳରେ ଝୁମି ଉଠିଥିଲେ । ତେବେ 8 ଦିନ ଧରି ଚାଲିବାକୁ ଥିବା ବାଲିଯାତ୍ରା ମେଳାରେ ଅନେକ ବଲିଉଡ ଗାୟକ ବାଲିଯାତ୍ରା ଗ୍ରାଉଣ୍ଡରେ ନଜର ଆସିବେ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ