ଭୁବନେଶ୍ବର:ରାଜଭବନ ପହଞ୍ଚିଲେ ରେଭେନ୍ସା ବିଶ୍ବବିଦ୍ୟାଳୟର ଆନ୍ଦୋଳନକାରୀ ଛାତ୍ରଛାତ୍ରୀ । ୪ ଦିନର ଆମରଣ ଅନଶନ ପରେ ରାଜ୍ୟପାଳଙ୍କୁ ଭେଟିଛନ୍ତି । ସେମାନଙ୍କ ମୁଖ୍ୟ ଦାବି ହେଉଛି ଯେ, ବିଶ୍ବବିଦ୍ୟାଳୟର ମୁଖ୍ୟ ଫାଟକ ଖୋଲାଯାଉ ଏବଂ ୪ ନମ୍ବର ଗେଟ ବନ୍ଦ କରାଯାଉ ।
ରାଜଭବନ ପହଞ୍ଚିଲେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆନ୍ଦୋଳନରତ ଛାତ୍ରଛାତ୍ରୀ - ରାଜଭବନ ପହଞ୍ଚିଲେ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ଆନ୍ଦୋଳନରତ ଛାତ୍ରଛାତ୍ରୀ
ରାଜଭବନ ପହଞ୍ଚିଲେ ରେଭେନ୍ସା ବିଶ୍ବବିଦ୍ୟାଳୟର ଆନ୍ଦୋଳନକାରୀ ଛାତ୍ରଛାତ୍ରୀ । ୪ ଦିନର ଆମରଣ ଅନଶନ ପରେ ରାଜ୍ୟପାଳଙ୍କୁ ଭେଟିଛନ୍ତି । ଅଧିକ ପଢନ୍ତୁ
ରାଜଭବନ ପହଞ୍ଚିଲେ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ଆନ୍ଦୋଳନରତ ଛାତ୍ରଛାତ୍ରୀ
୪ ନମ୍ବର ଗେଟ ଦେଇ ଗଲା ବେଳେ ଅସାମାଜିକ ଲୋକଙ୍କ ଆଡ୍ଡା ଜମୁଛି, ତା’ସହିତ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରାଯାଉଛି । କିନ୍ତୁ ବିଶ୍ବବିଦ୍ୟାଳୟର କୁଳପତି ଏକଥାକୁ କର୍ଣ୍ଣପାତ କରୁନଥିବାରୁ ରାଜ୍ୟପାଳଙ୍କୁ ଭେଟି ନିଜର ଦାବି ଜଣାଇଛନ୍ତି ରେଭେନ୍ସା ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ।
ଭୁବନେଶ୍ବରରୁ ବିକାଶ କୁମାର ଦସ, ଇଟିଭି ଭାରତ