କଟକ :ସିଲଭରସିଟିରେ ଜୁଆ ରେଡ଼ । କଟକ ରାଣୀହାଟ ସ୍ଥିତ ଶଗଡିଆ ସାହିର ଏକ ଜୁଆ ଆଡ଼ାରେ ମଙ୍ଗଳାବାଗ ପୋଲିସ ଏବଂ ସ୍ପେଶାଲ ସ୍କ୍ବାଡ଼ ଚଢାଉ । ଏଥିରେ ୫ ଜଣଙ୍କୁ ଗିରଫ କରାଯାଇଛି । ବହୁ ଦିନ ଧରି ଏହି ଜୁଆ ଆଡା ଚାଲିଥିଲା ।
କଟକ ଶଗଡିଆ ସାହି ଜୁଆ ଆଡ଼ାରେ ଚଢାଉ, 5 ଗିରଫ - raid on silver city gambling den cuttack
କଟକ ରାଣୀହାଟ ସ୍ଥିତ ଶଗଡିଆ ସାହିର ଏକ ଜୁଆ ଆଡ଼ାରେ ମଙ୍ଗଳାବାଗ ପୋଲିସ ଏବଂ ସ୍ପେଶାଲ ସ୍କ୍ବାଡ଼ର ଚଢାଉ । ଏଥିରେ ୫ ଜଣଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...
କଟକ ରାଣୀହାଟ ସ୍ଥିତ ଶଗଡିଆ ସାହି ଜୁଆ ଆଡ଼ାରେ ରେଡ
କଟକ ରାଣୀହାଟ ସ୍ଥିତ ଶଗଡିଆ ସାହି ଜୁଆ ଆଡ଼ାରେ ରେଡ
ତେବେ ବିଶେଷ ସୂତ୍ରରୁ ପୋଲିସ ଖବର ପାଇ ଜୁଆ ଆଡା ଉପରେ କରିଥିଲା ଚଢ଼ାଉ । ଆଉ ଘଟଣାସ୍ଥଳରେ ପାଞ୍ଚ ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ପୋଲିସର ଖୋଳତାଡ଼ ଜାରି ରହିଛି ଖୁବ ଶୀଘ୍ର ଆହୁରି ଜୁଆ ଆଡା ଉପରେ ଚଢ଼ାଉ ଜାରି ରହିବ ନେଇ ପୋଲିସ ପକ୍ଷରୁ ସୂଚନା ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ