କଟକ: ସମସ୍ତ କୋଭିଡ ହସ୍ପିଟାଲରେ ସିସିଟିଭି କ୍ୟାମେରା ଲଗେଇବା ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାୟର ହୋଇଛି ଏହି ଜନସ୍ବାର୍ଥ ମାମଲା । ଏହାଦ୍ବାରା ରୋଗୀ ବିଷୟରେ ସମ୍ପର୍କୀୟ ସମସ୍ତ ତଥ୍ୟ ପାଇ ପାରିବେ ବୋଲି କୁହାଯାଇଛି ।
କୋଭିଡ ହସ୍ପିଟାଲରେ ଲାଗୁ ସିସିଟିଭି କ୍ୟାମେରା, ହାଇକୋର୍ଟରେ ଜନସ୍ବାର୍ଥ ମାମଲା - ଓଡ଼ିଶା ହାଇକୋର୍ଟ
ଭାରତୀୟ ବିକାଶ ପରିଷଦ ପକ୍ଷରୁ ସମସ୍ତ କୋଭିଡ ହସ୍ପିଟାଲରେ ସିସିଟିଭି କ୍ୟାମେରା ଲଗେଇବା ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା । ଅଧିକ ପଢ଼ନ୍ତୁ...
![କୋଭିଡ ହସ୍ପିଟାଲରେ ଲାଗୁ ସିସିଟିଭି କ୍ୟାମେରା, ହାଇକୋର୍ଟରେ ଜନସ୍ବାର୍ଥ ମାମଲା Public interest litigation, PIL filed in Odisha High Court, PIL in HC to install CCTV cameras in covid hospital, କୋଭିଡ ହସ୍ପିଟାଲରେ ଲାଗୁ ସିସିଟିଭି କ୍ୟାମେରା, ହାଇକୋର୍ଟରେ ଜନସ୍ବାର୍ଥ ମାମଲା, ଓଡ଼ିଶା ହାଇକୋର୍ଟ, ଭାରତୀୟ ବିକାଶ ପରିଷଦ](https://etvbharatimages.akamaized.net/etvbharat/prod-images/768-512-11644603-thumbnail-3x2-hc.jpg)
କୋଭିଡ ହସ୍ପିଟାଲରେ ଲାଗୁ ସିସିଟିଭି କ୍ୟାମେରା, ହାଇକୋର୍ଟରେ ଜନସ୍ବାର୍ଥ ମାମଲା
କୋଭିଡ ହସ୍ପିଟାଲରେ ଲାଗୁ ସିସିଟିଭି କ୍ୟାମେରା, ହାଇକୋର୍ଟରେ ଜନସ୍ବାର୍ଥ ମାମଲା
ସିସିଟିଭି କ୍ୟାମେରା ଲଗାଇ ବାହାରେ ଡିସପ୍ଲେ କରାଗଲେ ରୋଗୀଙ୍କ ସଂପର୍କୀୟ ଚିକିତ୍ସା ବିଷୟରେ ସବୁ ଜାଣି ପାରିବେ । ଏହାଦ୍ବାରା ଚିକିତ୍ସା ବ୍ୟବସ୍ଥାରେ ପାରଦର୍ଶିତା ଆସିବ ବୋଲି ଜନସ୍ବାର୍ଥ ମାମଲାରେ କୋର୍ଟଙ୍କ ନିକଟରେ ପ୍ରାର୍ଥନା କରାଯାଇଛି। ଏଥିରେ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ଶାସନ ସଚିବ, ସ୍ବାସ୍ଥ୍ୟ ସଚିବ, ଗୃହ ବିଭାଗ ସ୍ବାସ୍ଥ୍ୟ ସଚିବ ଓ ସ୍ବତନ୍ତ୍ର ରିଲିଫ କମିଶନରଙ୍କୁ ପକ୍ଷଭୁକ୍ତ କରାଯାଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ