କଟକ: ସମ୍ଭାବ୍ୟ ବାତ୍ୟା ୟସ୍ କେଉଁଠି ଲ୍ୟାଣ୍ଡଫଲ କରିବ ସେ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଏହାର ମୁକାବିଲା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଅଗ୍ନିଶମ ବିଭାଗ ଭଳି ଓଡ୍ରାଫ ମଧ୍ୟ ଏଥିପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି।
ବାତ୍ୟା ‘ୟସ୍’ ନେଇ ପ୍ରସ୍ତୁତି ସମୀକ୍ଷା କଲେ ପୋଲିସ ଡିଜି - Preparations for the storm yash
ସମ୍ଭାବ୍ୟ ବାତ୍ୟା ୟସ୍ କେଉଁଠି ଲ୍ୟାଣ୍ଡଫଲ କରିବ ସେ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଏହାର ମୁକାବିଲା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଅଧିକ ପଢନ୍ତୁ...
ବାତ୍ୟା ‘ୟସ୍’ ନେଇ ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା କଲେ ପୋଲିସ ଡିଜି
ବାତ୍ୟା ‘ୟସ୍’ ନେଇ ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା କଲେ ପୋଲିସ ଡିଜି
ରାଜ୍ୟର ଥିବା 20 ୟୁନିଟକୁ ସଜାଗ ରଖାଯିବା ସହିତ ସମସ୍ତ ଉପକରଣକୁ ପ୍ରସ୍ତୁତ କରାଯାଇଛି। ଏହା ସହିତ କଟକ OMP ଠାରେ ଥିବା ଓଡ୍ରାଫ ୟୁନିଟ ମଧ୍ୟ ପ୍ରସ୍ତୁତ ହୋଇ ରହିଛି। ଆଜି(ଶୁକ୍ରବାର) ଡିଜିପି ଅଭୟ ଓଡ୍ରାଫ ୟୁନିଟକୁ ଆସି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଏହି ଅବସରରେ ଓଡ୍ରାଫ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବା କହିଛନ୍ତି ଡିଜିପି ଅଭୟ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ