କଟକ: ବର୍ଷ ବର୍ଷ ଧରି ଦଲାଲଙ୍କ କବଜାରେ ଥିବା ବେଆଇନ ବାଲିଘାଟ ଉପରେ ଚଢଉ କରିଛି ପ୍ରଶାସନ । କଟକ ସଦର ବାଲିକୁଦା ଅଞ୍ଚଳରେ ବେଆଇନ ଭାବେ ବାଲି ତାଲାଣ ହେଉଥିବା ଆଗରୁ ଅଭିଯୋଗ ହୋଇ ଆସିଥିବା ବେଳେ ଚଢାଉ କରିଛି କମିଶନରେଟ ପୋଲିସ । ଚଢାଉ କରି ପୋଲିସ 7 ଟି ଟ୍ରାକ୍ଟର ଜବତ କରିବା ସହ 11 ଜଣକୁ ଅଟକ ରଖିଛି ।
ବେଆଇନ ବାଲି ଘାଟରେ ଚଢ଼ାଉ; 7 ଟ୍ରାକ୍ଟର ଜବତ, 11 ଅଟକ - illegal sand smuggling
ବର୍ଷ ବର୍ଷ ଧରି ଦଲାଲଙ୍କ କବଜାରେ ଥିବା କଟକ ସଦର ବାଲିକୁଦା ଅଞ୍ଚଳରେ ବେଆଇନ ବାଲିଘାଟ ଉପରେ ପୋଲିସର ଚଢାଉ । 7 ଟ୍ରାକ୍ଟର ଜବତ ସହ 11 ଜଣକୁ ଅଟକ ରଖିଛି ପୋଲିସ । ଅଧିକ ପଢନ୍ତୁ...

ବେଆଇନ ବାଲି ଘାଟ ଉପରେ ଚଢ଼ାଉ; 7 ଟ୍ରାକ୍ଟର ଜବତ, 11 ଅଟକ
ବେଆଇନ ବାଲି ଘାଟ ଉପରେ ଚଢ଼ାଉ; 7 ଟ୍ରାକ୍ଟର ଜବତ, 11 ଅଟକ
ତେବେ ଏହି ଘଟଣାରେ ଆଉ କେଉଁ ମାନଙ୍କ ନାଁ ରହିଛି ତାହାକୁ ମଧ୍ୟ ଖୋଲତାଡ଼ କରୁଛି ପୋଲିସ । ଏନେଇ ଏଧିକ ସୂଚନା ପାଇଁ ଘଟଣା ସ୍ଥଳରେ ପୋଲିସ ମୁତୟନ ରହିଛନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ