କଟକ:ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳା ମାନଙ୍କୁ ଅଭୟ ବାଣୀ ପ୍ରଦାନ କଲେ ପୋଲିସ ଡିଜି ଅଭୟ । ମହିଳା ମାନଙ୍କ ସୁରକ୍ଷା ପାଇଁ ପୋଲିସ ସଦାସର୍ଵଦା ସଜାଗ ରହିଛି । କେବଳ ଆଜି ନୁହେଁ ବରଂ ବର୍ଷର ପ୍ରତ୍ୟେକ ଦିନକୁ ମହିଳା ଦିବସ ପାଳନ କରାଯିବା ଉଚିତ । ଏହାଛଡା ରାଜ୍ୟରେ ମହିଳା ପୋଲିସ ମଧ୍ୟ ବେଶ ଆଗରେ ରହିଛନ୍ତି ।
ମହିଳାଙ୍କୁ ପୋଲିସ ଡିଜି ଅଭୟଙ୍କ ଅଭୟ ବାଣୀ - ମହିଳା ଦିବସରେ ମହିଳା ମାନଙ୍କୁ ପୋଲିସ ଡିଜି ଅଭୟଙ୍କ ବାଣୀ
ମହିଳା ଦିବସରେ ମହିଳା ମାନଙ୍କୁ ପୋଲିସ ଡିଜି ଅଭୟଙ୍କ ବାଣୀ । ମହିଳା ମାନଙ୍କ ସୁରକ୍ଷା ପାଇଁ ପୋଲିସ ସଦାସର୍ଵଦା ସଜାଗ । ଅଧିକ ପଢନ୍ତୁ...
ମହିଳା ଦିବସରେ ମହିଳା ମାନଙ୍କୁ ପୋଲିସ ଡିଜି ଅଭୟଙ୍କ ବାଣୀ
ମହିଳା ଦିବସରେ ମହିଳା ମାନଙ୍କୁ ପୋଲିସ ଡିଜି ଅଭୟଙ୍କ ବାଣୀ
ବର୍ତ୍ତମାନ ସୁଦ୍ଧା 100 ରୁ ଅଧିକ ଥାନାରେ ମହିଳା ପୋଲିସ ଥାନା ଅଧିକାରୀ ଭାବେ କାମ କରୁଛନ୍ତି । ଯାହା ଏହା ଏକ ବଡ଼ ଉଦାହରଣ । ତେବେ ମହିଳାଙ୍କ ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ବ୍ଲୁ ପ୍ରିଣ୍ଟ ନିର୍ମାଣ ହେଉଛି। ଆଉ ଆଗମୀ ଦିନରେ କୌଣସି ମହିଳା ଅସୁବିଧାର ସମୁଖୀନ ହେବେ ନାହିଁ ବୋଲି କହିଛନ୍ତି ପୋଲିସ ଡିଜି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ