କଟକ: ଚର୍ଚ୍ଚିତ ଯାଜପୁର ଜିଲ୍ଲା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ମାମଲାରେ ନୂଆ ମୋଡ । ଗୁରୁବାର ଏନେଇ ହାଇକୋର୍ଟରୁ ମାମଲା ପ୍ରତ୍ୟାହାର କରିଛନ୍ତି ରୂପେଶ ଭଦ୍ରା । ତଳକୋର୍ଟରେ ଜାମିନ ଆବେଦନ ପାଇଁ ରୂପେଶ ହାଇକୋର୍ଟରୁ ମାମଲା ପ୍ରତ୍ୟାହାର କରିଥିବା ଜଣାପଡିଛି ।
ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲା: ହାଇକୋର୍ଟରୁ ମାମଲା ପ୍ରତ୍ୟାହାର କଲା ରୂପେଶ - ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲା
ଚର୍ଚ୍ଚିତ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ମାମଲାରେ ନୂଆ ମୋଡ । ଗୁରୁବାର ଏନେଇ ହାଇକୋର୍ଟରୁ ମାମଲା ପ୍ରତ୍ୟାହାର କରିଛନ୍ତି ରୂପେଶ ଭଦ୍ରା । ଅଧିକ ପଢନ୍ତୁ...
![ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲା: ହାଇକୋର୍ଟରୁ ମାମଲା ପ୍ରତ୍ୟାହାର କଲା ରୂପେଶ peo smitarani death issue, cuttack latest news, rupesh bhadra withdraws case from highcourt, କଟକ ଲାଟେଷ୍ଟ ନ୍ୟୁଜ୍, ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲା, ହାଇକୋର୍ଟରୁ ରୂପେଶ ଭଦ୍ରାଙ୍କ ମାମଲା ପ୍ରତ୍ୟାହାର](https://etvbharatimages.akamaized.net/etvbharat/prod-images/768-512-6058758-thumbnail-3x2-ctc.jpg)
ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲା: ହାଇକୋର୍ଟରୁ ରୂପେଶର ମାମଲା ପ୍ରତ୍ୟାହାର
ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲା: ହାଇକୋର୍ଟରୁ ରୂପେଶର ମାମଲା ପ୍ରତ୍ୟାହାର
ସୂଚନା ଅନୁଯାୟୀ ମାମଲାର ଚାର୍ଜସିଟ ହେବା ପୂର୍ବରୁ ରୂପେଶ ହାଇକୋର୍ଟ ଆସିଥିଲେ । ଏବେ ଚାର୍ଜସିଟ ହେବା ପରେ ରୂପେଶ ପୁଣି ତଳକୋର୍ଟ ଯିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ତେବେ ପୂର୍ବରୁ ତଳକୋର୍ଟରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା । ଫଳରେ ଜାମିନ ପାଇଁ ସେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ