କଟକ: କୋରୋନା କାଳରେ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଖୁସି ଖବର ଆଣିଲା ଓଡିଶା ମାଧ୍ୟମିକ ମାଧ୍ୟମିକ ଶିକ୍ଷକ ସଂଘ (ଓସ୍ତା) । ସବୁ ଛାତ୍ରଛାତ୍ରୀଙ୍କ ପାଇଁ ଟେଷ୍ଟ ପେପର ଚଳିତମାସ 11 ତାରିଖ ବଜାରରେ ଉପଲବ୍ଧ ହେବ ।
ଓସ୍ତା ଆଣିଲା ନୂଆ ଟେଷ୍ଟପେପର - ଓସ୍ତା ଜାରି କଲା ନୂଆ ଟେଷ୍ଟପେପର
କୋରୋନା କାଳରେ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଖୁସି ଖବର ଆଣିଲା ଓଡିଶା ମାଧ୍ୟମିକ ମାଧ୍ୟମିକ ଶିକ୍ଷକ ସଂଘ (ଓସ୍ତା) । ଚଳିତମାସ 11 ତାରିଖ ବଜାରରେ ଉପଲବ୍ଧ ହେବ ଓସ୍ତା ଟେଷ୍ଟ ପେପର ।
ଓସ୍ତା ଜାରି କଲା ନୂଆ ଟେଷ୍ଟପେପର
ଓସ୍ତା ଜାରି କଲା ନୂଆ ଟେଷ୍ଟପେପର
ତେବେ ଯାହାକୁ ପଢିବା ଦ୍ୱାରା ଅନେକ ସଫଳତା ପାଇବେ ଛାତ୍ରଛାତ୍ରୀ । କୋରୋନା ସମୟରେ ଛାତ୍ରଛାତ୍ରୀଙ୍କ ପାଇଁ ସିଲାବସକୁ କମ କରାଯାଇଛି । ସେହି ଅନୁସାରେ ଟେଷ୍ଟ ପେପରରେ ଗୁଣାତ୍ମକ ମାନର ଶିକ୍ଷା ମଧ୍ୟ ରହିଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ