ଓଡିଶା

odisha

ETV Bharat / state

'6 ମାସ ମଧ୍ୟରେ କଟକକୁ ସ୍ମାର୍ଟସିଟି ଭାବେ ପ୍ରସ୍ତୁତ କରାଯିବ' - କଟକ

କଟକ ବାରବାଟୀ ନିର୍ବାଚନୀ ମଣ୍ଡଳୀର ବିଜେପି ପ୍ରାର୍ଥୀ ସମୀର ଦେ ମଧ୍ୟ ନିଜ ପ୍ରଚାରକୁ ଜୋରଦାର କରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Apr 21, 2019, 9:23 PM IST


କଟକ: ଆସନ୍ତା ଏପ୍ରିଲ 23ରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଆଜି ପ୍ରଚାରର ଶେଷ ଦିନ ହୋଇଥିବାରୁ ସବୁ ରାଜନୈତିକ ଦଳ ପାଇଁ ଜନତାଙ୍କ ପାଖରେ ପହଞ୍ଚିବାର ଥିଲା ଶେଷ ସୁଯୋଗ । ଏଥିପାଇଁ ସବୁ ଦଳ ପକ୍ଷରୁ ମାରାଥନ ପ୍ରଚାର କରାଯାଇଥିଲା । କଟକ ବାରବାଟୀ ନିର୍ବାଚନୀ ମଣ୍ଡଳୀର ବିଜେପି ପ୍ରାର୍ଥୀ ସମୀର ଦେ ମଧ୍ୟ ନିଜ ପ୍ରଚାରକୁ ଜୋରଦାର କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ତେବେ କିଭଳି ଥିଲା ବିଜେପି ପ୍ରାର୍ଥୀ ସମୀର ଦେଙ୍କ ନିର୍ବାଚନୀ ପ୍ରଚାର । କେଉଁ କେଉଁ ପ୍ରମୁଖ ସମସ୍ୟା ନେଇ କଟକବାସୀଙ୍କ ପାଖରେ ପହଞ୍ଚିଥିଲେ ଆଉ କଣ ଥିଲା ତାଙ୍କ ଏଜେଣ୍ଡା, ସେନେଇ ବିସ୍ତୁତ ଭାବେ ଆଲୋଚନା କରିଛନ୍ତି ଆମ କଟକ ସମ୍ବାଦଦାତା ନାରାୟଣ ସାହୁ ।

For All Latest Updates

ABOUT THE AUTHOR

...view details