କଟକ: ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର 38 ତମ ରାଜ୍ୟସ୍ତରୀୟ ଶିଶୁଉତ୍ସବ ଆସନ୍ତା 27 ତାରିଖରୁ ଆରମ୍ଭ ହୋଇ 29 ତାରିଖ ପର୍ଯ୍ୟନ୍ତ ଚାଲିବ। 3 ଦିନ ଧରି ହେବାକୁ ଥିବା ଏହି ମହୋତ୍ସବ କଟକ ସହିଦ ଭବନ ଠାରେ ଆୟୋଜିତ ହେବ।
ଓଷ୍ଟା ପକ୍ଷରୁ 38ତମ ରାଜ୍ୟସ୍ତରୀୟ ଶିଶୁଉତ୍ସବ - ଓଷ୍ଟା
ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ଡିସେମ୍ବର 27ରୁ 29 ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ରାଜ୍ୟସ୍ତାରୀୟ ଶିଶୁଉତ୍ସବ। ଅଧିକ ପଢ଼ନ୍ତୁ...
ଓଷ୍ଟା ପକ୍ଷରୁ 38ତମ ରାଜ୍ୟସ୍ଥାରୀୟ ଶିଶୁଉତ୍ସବ
ଓଷ୍ଟା ପକ୍ଷରୁ 38ତମ ରାଜ୍ୟସ୍ଥାରୀୟ ଶିଶୁଉତ୍ସବ
30 ତାରିଖରେ ଓଷ୍ଟା ପକ୍ଷରୁ ଶିକ୍ଷା ଭ୍ରମଣରେ ପିଲାଙ୍କୁ ନିଆଯିବାର କାର୍ଯ୍ୟକ୍ରମ ରହିଛି। ଶିଶୁର ଅନ୍ତଃନିହିତ ପ୍ରତିଭା ବିକଶିତ କରିବା ଏହି କାର୍ଯ୍ୟକ୍ରମର ପ୍ରଥମ ଲକ୍ଷ ବୋଲି ଓଷ୍ଟା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ