ଓଡିଶା

odisha

ETV Bharat / state

କୋରୋନା ମୁକାବିଲା ପ୍ରସ୍ତୁତି, ସମୀକ୍ଷା କଲେ ପୋଲିସ ମହାନିର୍ଦ୍ଦେଶ - corona outbreak preparation

କୋରୋନା ମୁକାବିଲା ନେଇ ପୋଲସିର ଭୂମିକା ଓ ଆଗାମୀ କାର୍ଯ୍ୟସୂଚୀ ନେଇ ରାଜ୍ୟର ସମସ୍ତ ରେଞ୍ଜ ଆଇଜି, ଡ଼ିଆଇଜି ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହେଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦଶକ । ଅଧିକ ପଢନ୍ତୁ..

od_ctc_review
କୋରୋନା ମୁକାବିଲା ପ୍ରସ୍ତୁତି, ସମୀକ୍ଷା କଲେ ପୋଲିସ ମହାନିର୍ଦ୍ଦେଶ

By

Published : Apr 24, 2020, 10:27 PM IST

କଟକ: ରାଜ୍ୟର ସମସ୍ତ ରେଞ୍ଜ ଆଇଜି, ଡ଼ିଆଇଜି ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଭିଡିଓ କନଫ୍ରେନ୍ସିଂ ମାଧ୍ୟମରେ କଥା ହେଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦଶକ । ଏଥିରେ କୋରୋନା ମୁକାବିଲା ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଛି ।

କୋରୋନା ମୁକାବିଲା ପ୍ରସ୍ତୁତି, ସମୀକ୍ଷା କଲେ ପୋଲିସ ମହାନିର୍ଦ୍ଦେଶ

ମେ ୩ ପରେ ପ୍ରବାସୀ ଶ୍ରମିକଙ୍କ ରାଜ୍ୟକୁ ଫେରିବା ନେଇ ପୋଲିସର ଭୂମିକା କିଭଳି ରହିବ, ନୂତନ ଆଦେଶ ମୁତାବକ ପୋଲିସ କର୍ମଚାରୀଙ୍କ ପୁନଃ ମୁତୟନ, ଥାନା ଗୁଡ଼ିକରେ ଦୈନନ୍ଦିନ କାର୍ଯ୍ୟ, ପୋଲିସ କର୍ମଚାରୀଙ୍କ ସୁରକ୍ଷା ଓ କଲ୍ୟାଣ, ଯାଜପୁର, ଭଦ୍ରକ, ଓ ବାଲେଶ୍ଵର ଜିଲ୍ଲାରେ ଲାଗୁ ହୋଇଥିବା ସଟଡାଉନ ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା।

ଏହି ବୈଠକରେ ସ୍ୱତନ୍ତ୍ର ଡିଜି ଗୁଇନ୍ଦା, ଅତିରିକ୍ତ ଡିଜି ଆଇନ ଶୃଙ୍ଖଳା, ଗୁଇନ୍ଦା ଆଇଜି ପ୍ରମୁଖ ଉପସ୍ଥିତ ଥିଲେ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details