କଟକ: ଆଇପିଏଲ ଫାଇନାଲ୍ ମ୍ୟାଚ ଦେଖିବ ଓସିଏ । ବିସିସିଆଇ ପକ୍ଷରୁ ମିଳିଲା ସ୍ବୀକୃତି । ଓଡିଶା କ୍ରିକେଟ ସଂଘ ପକ୍ଷରୁ କୋଷାଧ୍ୟକ୍ଷ ବିକାଶ ପ୍ରଧାନଙ୍କୁ ଆଇପିଏଲ ଫାଇନାଲ ମ୍ୟାଚ ଦେଖିବା ପାଇଁ ସ୍ବୀକୃତି ମିଳିଛି ।
ଆଇପିଏଲ ଫାଇନାଲ ଦେଖିବ ଓସିଏ, ବିସିସିଆଇ ଦେଲା ଅନୁମତି - ଓସିଏ କୋଷାଧ୍ୟକ୍ଷ ବିକାଶ ପ୍ରଧାନ
ଓଡିଶା କ୍ରିକେଟ ସଂଘ ପକ୍ଷରୁ କୋଷାଧ୍ୟକ୍ଷ ବିକାଶ ପ୍ରଧାନଙ୍କୁ ଆଇପିଏଲ ଫାଇନାଲ ମ୍ୟାଚ ଦେଖିବା ପାଇଁ ସ୍ବୀକୃତି ମିଳିଛି । ଯାହାକୁ ନେଇ ବିକାଶ ପ୍ରଧାନ ଖୁସି ଜାହିର କରିବା ସହ ଓସିଏକୁ ଧନ୍ୟବାଦ ଜଣାଇଛନ୍ତି ।
![ଆଇପିଏଲ ଫାଇନାଲ ଦେଖିବ ଓସିଏ, ବିସିସିଆଇ ଦେଲା ଅନୁମତି ଆଇପିଏଲ ଫାଇନାଲ ଦେଖିବ ଓସିଏ ,ବିସିସିଆଇ ଦେଲା ଅନୁମତି](https://etvbharatimages.akamaized.net/etvbharat/prod-images/768-512-9443252-thumbnail-3x2-ghg.jpg)
ଆଇପିଏଲ ଫାଇନାଲ ଦେଖିବ ଓସିଏ ,ବିସିସିଆଇ ଦେଲା ଅନୁମତି
ଦେଶରେ ପ୍ରତି କ୍ରିକେଟ ସଂଘର ଜଣେ ଜଣେ କମିଟି ମେମ୍ବରଙ୍କୁ ଏହି ସୁଯୋଗ ମିଳିଥିଲାବେଳେ ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ବିକାଶଙ୍କ ନାଁ ମନୋନୀତ କରିଛି ଓସିଏ । ଯାହାକୁ ନେଇ ବିକାଶ ପ୍ରଧାନ ଖୁସି ଜାହିର କରିବା ସହ ଓସିଏକୁ ଧନ୍ୟବାଦ ଜଣାଇଛନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ