କଟକ: ଆଥଲେଟିକ କ୍ରୀଡାରେ ରାଜ୍ୟ ହେବ ଏକ ନମ୍ବର । ତୃଣମୂଳ ସ୍ଥରରେ ଓଡିଶାରେ ଅନେକ ଖେଳାଳି ରହିଛନ୍ତି, ଯେଉଁମାନେ ଉପଯୁକ୍ତ ସୁଯୋଗରୁ ପାଇବାରୁ ବଞ୍ଚିତ ହେଉଛନ୍ତି । ଫଳରେ ସେମାନେ ନିଜକୁ ପ୍ରମାଣିତ କରିପାରୁ ନାହାନ୍ତି ।
ସେଥିପାଇଁ ପ୍ରତ୍ୟେକ ଜିଲ୍ଲା ସ୍ଥରରେ ପ୍ରତିଯୋଗୀତା ମାଧ୍ୟମରେ ନୂଆ ଆଥଲେଟିକ କ୍ରୀଡା ପ୍ରତିଭା ସାମ୍ନାକୁ ଆଣିବାକୁ ଲକ୍ଷ୍ୟ ରଖିଛି ରାଜ୍ୟ ଆଥଲେଟିକ ସଂଘ ।