ଦରମା ଦାବିରେ ଶିଶୁଭବନ ନର୍ସଙ୍କ ଆନ୍ଦୋଳନ - କଟକରେ ନର୍ସ ଆନ୍ଦୋଳନ
କଟକ ଶିଶୁ ଭବନ ସମ୍ମୁଖରେ ନର୍ସଙ୍କ ଆନ୍ଦୋଳନ । ଦରମା ମିଳୁନଥିବା ଅଭିଯୋଗ । ଅଧିକ ପଢନ୍ତୁ...
ଦରମା ଦାବିରେ ନର୍ସଙ୍କ ଆନ୍ଦୋଳନ
କଟକ: ତେଜିଲା ନର୍ସ ଆନ୍ଦୋଳନ । ମୂଳ ବେତନ ନ ମିଳିବାରୁ ରାସ୍ତାକୁ ଓହ୍ଲାଇଛି ନର୍ସ ସଂଘ । ଆଜି(ଶନିବାର) କଟକ ଶିଶୁ ଭବନ ସ୍ଥିତ ସୁପରିଟେଣ୍ଡଣ୍ଟଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନର୍ସମାନେ ଆନ୍ଦୋଳନ କରିଛନ୍ତି ।
ଦରମା ଦାବିରେ ନର୍ସଙ୍କ ଆନ୍ଦୋଳନ