କଟକ:ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଆସନ୍ତା ସୋମବାର ଶପଥ ଗ୍ରହଣ କରିବେ। ହାଇକୋର୍ଟର ପୁରୁଣା ବିଲ୍ଡିଂ ପୂର୍ବ ପାଖ ପଡିଆରେ ଆୟୋଜିତ ହେବ ଶପଥ ଗ୍ରହଣ ଉତ୍ସବ। ମୁଖ୍ୟ ବିଚାରପତିଙ୍କୁ ରାଜ୍ୟପାଳ ଶପଥ ପାଠ କରାଇବେ।
ସୋମବାର ଶପଥ ନେବେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି - oath taking
ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଆସନ୍ତା ସୋମବାର ଶପଥ ଗ୍ରହଣ କରିବେ। ଅଧିକ ପଢନ୍ତୁ...
ସୋମବାର ଶପଥ ନେବେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି
କଟକରୁ ନାରାୟଣ ସାହୁ, ଇଟିଭି ଭାରତ