କଟକ :କଟକରେ ପହଞ୍ଚିଲେ ଏନସିସି ଡିଜି ତରୁଣ କୁମାର ଆଇଚ । 4 ଦିନିଆ ଓଡିଶା ଗସ୍ତରେ ଆସିଥିବା ଡିଜି ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଏକ ସ୍ୱତନ୍ତ୍ର ବୈଠକ କରିଛନ୍ତି ।
ଓଡିଶାରେ ଏନସିସିର ମାନ ବଢିବ: ଏନସିସି ଡିଜି - କଟକରେ ଏନସିସି ଡିଜି
କଟକରେ ପହଞ୍ଚିଲେ ଏନସିସି ଡିଜି ତରୁଣ କୁମାର ଆଇଚ । 4 ଦିନିଆ ଓଡିଶା ଗସ୍ତରେ ଆସିଥିବା ଡିଜି ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଏକ ସ୍ୱତନ୍ତ୍ର ବୈଠକ କରିଛନ୍ତି । ଅଧିକ ପଢନ୍ତୁ...
ଓଡିଶାରେ ଏନସିସିର ମାନ ବଢିବ : ଏନସିସି ଡିଜି
ଏହି ବୈଠକରେ କଟକର ଏନସିସି କ୍ୟାଡେଟ ଓ ଛାତ୍ରଛାତ୍ରୀଙ୍କୁ ଦେଇଥିଲେ ଉଦବୋଧନ । ରାଜ୍ୟରେ କିପରି ଏନସିସିର ମାନବୃଦ୍ଧି ପାଇବ । ଆଉ ପ୍ରତି ଛାତ୍ରଛାତ୍ରୀ ଏନସିସି ପ୍ରତି ଆକୃଷ୍ଟ ହେବେ, ତାହା ଉପରେ ଆଲୋକପାତ କରିଥିଲେ ଡିଜି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ