କଟକ: ଆସନ୍ତା ଜୁଲାଇ ମାସ ସୁଦ୍ଧା ଫଳ ପ୍ରକାଶ ପାଇବା ନେଇ ନିଷ୍ପତି ନିଆଯାଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ମୂଲ୍ୟାୟନ କିପରି ହେବ ସେଣ୍ଟର ମାନଙ୍କରେ କି ବ୍ୟବସ୍ଥା କରାଯାଇଛି ସେନେଇ ଆଜି (ଗୁରୁବାର) ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ବୋର୍ଡ କାର୍ଯ୍ୟାଳୟରେ ବୋର୍ଡ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ଆସନ୍ତା 26ତାରିଖରୁ ହେବ ମାଟ୍ରିକ ଖାତା ମୂଲ୍ୟାୟନ ।
ଜୁଲାଇ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ଫଳ - ଜୁଲାଇ ଶେଷ ସୁଦ୍ଧା ହେବ ମାଟ୍ରିକ ଫଳ ପ୍ରକାଶ
ଆସନ୍ତା ଜୁଲାଇ ମାସ ସୁଦ୍ଧା ଫଳ ପ୍ରକାଶ ପାଇବା ନେଇ ନିଷ୍ପତି ନିଆଯାଇଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି ।
ଜୁଲାଇ ଶେଷ ସୁଦ୍ଧା ହେବ ମାଟ୍ରିକ ଫଳ ପ୍ରକାଶ
କଟକରୁ ନାରାୟଣ ସାହୁ, ଇଟିଭି ଭାରତ