କଟକ: କଟକରେ କୋଭିଡ ସ୍ଥିତିରେ ଲାଗୁନି ବ୍ରେକ । ଗୁରୁବାର ସିଲଭରସିଟିକୁ ଫେରିଥିଲା କଣ୍ଟେନମେଣ୍ଟ । ଆଉ ଶୁକ୍ରବାର ମଧ୍ୟ ଦରଘାବଜାର ମାତୃଭୂମି ଲେନ ହେଲା ମାଇକ୍ରୋକଣ୍ଟେନମେଣ୍ଟ ଜୋନ ।
ମାତୃଭୂମି ଲେନ ହେଲା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ
କଟକରେ କୋଭିଡ ସ୍ଥିତିରେ ଲାଗୁନି ବ୍ରେକ । ଗୁରୁବାର ସିଲଭରସିଟିକୁ ଫେରିଥିଲା କଣ୍ଟେନମେଣ୍ଟ । ଆଉ ଶୁକ୍ରବାର ମଧ୍ୟ ଦରଘାବଜାର ମାତୃଭୂମି ଲେନ ହେଲା ମାଇକ୍ରୋକଣ୍ଟେନମେଣ୍ଟ ଜୋନ । ଅଧିକ ପଢନ୍ତୁ...
ମାତୃଭୂମି ଲେନ ହେଲା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ
ଉକ୍ତ ଅଞ୍ଚଳରୁ 7 ଜଣ ପିଜେଟିଭ ଚିହ୍ନଟ ହେଲା ପରେ ଉକ୍ତ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରିଛି କଟକ ମହାନଗର ନିଗମ । ଏହାସହ କଣ୍ଟାକ୍ଟ ଟ୍ରେସିଂ ମଧ୍ୟ ଜାରି ରହିଛି । ତେବେ ଏହି ଅଞ୍ଚଳ ପାଇଁ ସିଏମସି ଅଧିକାରୀ ମୁତୟନ ହୋଇଛନ୍ତି । ତେବେ ଜରୁରୀକାଳୀନ ସେବାରେ ଯେପରି ପଜିଟିଭ ବ୍ୟକ୍ତି ମାନେ ଅସୁବିଧା ସମୁଖୀନ ନହେବେ ସେନେଇ ସିଏମସି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ