କଟକ: ମାସ୍କ କିଣାବିକାରେ ବ୍ୟାପକ ଦୁର୍ନୀତି ପ୍ରସଙ୍ଗରେ ତେଜୁଛି ଆନ୍ଦୋଳନ । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ଗୁରୁବାର କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ମାସ୍କ କିଣାରେ ବ୍ୟାପକ ଦୁର୍ନୀତି ଅଭିଯୋଗ: କଂଗ୍ରେସର ଉଚ୍ଚସ୍ତରୀୟ ତଦନ୍ତ ଦାବି - କଂଗ୍ରେସ
ମାସ୍କ କିଣାବିକା ଦୁର୍ନୀତି ଅଭିଯୋଗ ଆଣି କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ପ୍ରତିନିଧିଦଳ ଗୁରୁବାର କଟକ ଆରଡିସିଙ୍କୁ ଭେଟିଛି । ଏଥିସହ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛି ।
ମାସ୍କ କିଣାରେ ବ୍ୟାପକ ଦୁର୍ନୀତି ଅଭିଯୋଗ: କଂଗ୍ରେସର ଉଚ୍ଚସ୍ଥରୀୟ ତଦନ୍ତ ଦାବି
କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ପ୍ରତିନିଧିଦଳ ଗୁରୁବାର କଟକ ଆରଡିସିଙ୍କୁ ଭେଟି ଉଚ୍ଚସ୍ଥରୀୟ ତଦନ୍ତ ପାଇଁ ଦାବି କରିଛି । ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଆରଡିସିଙ୍କୁ ମଧ୍ୟ ପ୍ରଦାନ କରିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ
Last Updated : Jun 11, 2020, 9:05 PM IST