ଓଡିଶା

odisha

By

Published : Apr 28, 2019, 12:29 AM IST

ETV Bharat / state

ଦାଣ୍ଡଯାତ୍ରା ବାଣ ବିସ୍ଫୋରଣ ଘଟଣା: ଚିକିତ୍ସାଧିନ ଅବସ୍ଥାରେ ଜଣକର ମୃତ୍ୟୁ

କଟକ ଅସୁରେଶ୍ବର ଶ୍ରୀ ରଘୁନାଥ ଜୀଉ ଦାଣ୍ଡ ଯାତ୍ରାରେ ବାଣ ବିସ୍ଫୋରଣ ଘଟଣାରେ ଗୁରୁତର ଅର୍ଜୁନ ସିଂହଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଜିଲ୍ଲା ଅସୁରେଶ୍ବର ଶ୍ରୀ ରଘୁନାଥଜୀଉ ଦାଣ୍ଡ ଯାତ୍ରାରେ ବାଣ ବିସ୍ଫୋରଣ ଘଟଣାରେ ଗୁରୁତର ଅର୍ଜୁନ ସିଂହଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ଅର୍ଜୁନ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସୂଚନା ଥାଉକି, ମନ୍ଦିର ପ୍ରଶାସନ ବାଣ ଫୁଟାଇବା ପାଇଁ ପ୍ରଶାସନଠାରୁ ଅନୁମତି ନନେଇ ଦାଣ୍ଡ ଯାତ୍ରାରେ ବାଣ ଫୁଟା କାର୍ଯ୍ୟକ୍ରମ କରିଥିଲେ । ଗତ 19 ତାରିଖ ବିଳମ୍ବିତ ରାତିରେ ହୋଇଥିଲା ବାଣ ବିସ୍ଫୋରଣ । ଏହି ବାଣ ବିସ୍ଫୋରଣରେ 2ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details