କଟକ: ମାଳିସହିରୁ ଉଠିଲା କଣ୍ଟେନମେଣ୍ଟ ଜୋନ । ଉକ୍ତ ଅଞ୍ଚଳରୁ 13 ଜଣ ପଜିଟିଭ ଆସିବା ପରେ ଗତ 4 ତାରିଖ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିଲା ସିଏମସି । ତେବେ ରବିବାର ଉକ୍ତ ଅଞ୍ଚଳରେ ସମସ୍ତ କେସ ନେଗେଟିଭ ଆସିଛି । ଏହାପରେ ପରେ ମାଳିସାହିକୁ କଣ୍ଟେନମେଣ୍ଟ ଜୋନରୁ ମୁକ୍ତ କରାଯାଇଛି ।
ମାଳିସାହିରୁ ଉଠିଲା କଣ୍ଟେନମେଣ୍ଟ ଜୋନ - contentment zone free for corona virus
କଟକ ମାଳିସାହିରୁ ଉଠିଲା କଣ୍ଟେଣ୍ଚମେଣ୍ଚ ଜୋନ । ଉକ୍ତ ଅଞ୍ଚଳରୁ 13 ଜଣ ନେଗେଟିଭ ଆସିବା ପରେ କଣ୍ଟେନମେଣ୍ଟ ଜୋନରୁ ମୁକ୍ତ କରିଛି ସିଏମସି । ପଢନ୍ତୁ ସମ୍ପର୍ଣ୍ଣ ଖବର...
![ମାଳିସାହିରୁ ଉଠିଲା କଣ୍ଟେନମେଣ୍ଟ ଜୋନ ମାଳିସାହିରୁ ଉଠିଲା କଣ୍ଟେନମେଣ୍ଟ ଜୋନ](https://etvbharatimages.akamaized.net/etvbharat/prod-images/768-512-7995831-246-7995831-1594547419964.jpg)
ମାଳିସାହିରୁ ଉଠିଲା କଣ୍ଟେନମେଣ୍ଟ ଜୋନ
ସୂଚନା ଅନୁସାରେ ସମସ୍ତ କଣ୍ଟାକ୍ଟ ଟ୍ରେସିଂ କରିବା ପରେ ସମସ୍ତ ରିପୋର୍ଟ ନେଗେଟିଭ ଆସିଛି । ପରେ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନରୁ ମୁକ୍ତ କରାଯାଇଛି । ତେବେ ଅନ୍ୟ ସବୁ ସରକାରୀ ନିୟମ ଏଠାରେ ବଳବତ୍ତର ରହିବା ନେଇ ସିଏମସି ପକ୍ଷରୁ ସ୍ପଷ୍ଟ କରାଯାଇଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ