ଓଡିଶା

odisha

ETV Bharat / state

ମାହାଙ୍ଗା ଡବଲ ମର୍ଡର ଘଟଣା, ମୁଖ୍ୟ ଅଭିଯୁକ୍ତ ଦୁର୍ଘଟଣାରେ ମୃତ - main accused died in an accident

ମାହାଙ୍ଗା ଡବଲ ମର୍ଡର ଘଟଣା, ମୁଖ୍ୟ ଅଭିଯୁକ୍ତ ଦୁର୍ଘଟଣାରେ ମୃତ
ମାହାଙ୍ଗା ଡବଲ ମର୍ଡର ଘଟଣା, ମୁଖ୍ୟ ଅଭିଯୁକ୍ତ ଦୁର୍ଘଟଣାରେ ମୃତ

By

Published : Feb 6, 2021, 11:14 AM IST

Updated : Feb 6, 2021, 1:18 PM IST

11:08 February 06

ମାହାଙ୍ଗା ଡବଲ ମର୍ଡର ଘଟଣା, ମୁଖ୍ୟ ଅଭିଯୁକ୍ତ ଦୁର୍ଘଟଣାରେ ମୃତ

ମାହାଙ୍ଗା ଡବଲ ମର୍ଡର ଘଟଣା, ମୁଖ୍ୟ ଅଭିଯୁକ୍ତ ଦୁର୍ଘଟଣାରେ ମୃତ

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ ବିଶ୍ବାଳ ଦୁର୍ଘଟଣାରେ ମୃତ । ତେବେ ମର୍ଡର ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଥିଲେ ପ୍ରଫୁଲ୍ଲ । ମର୍ଡର ପରଠାରୁ ସେ ଫେରାର ଥିଲେ ଏବଂ ପୋଲିସ ତାଙ୍କୁ ଖୋଜୁଥିଲା । କିନ୍ତୁ ଏହି ଦୁର୍ଘଟଣା କିପରି ହେଲା ସେ ନେଇ ପୋଲିସ କିମ୍ବା ପରିବାର ପକ୍ଷରୁ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । କଟକ ନିର୍ଗୁଣ୍ଡି ଟୋଲ ଗେଟ ନିକଟରୁ ପ୍ରଫୁଲଙ୍କ ମୃତଦେହ ଜବତ କରିବା ସହ ତାଙ୍କ ବାଇକ ଓ ମୋବାଇଲ ଜବତ କରିଛି ଟାଙ୍ଗୀ ପୋଲିସ। 

ଗତକାଲି ରାତିରେ ଟାଙ୍ଗୀ ଏନଏଚ ରାସ୍ତା କଡରୁ ଏକ କଣ୍ଟେନର ତଳୁ ତାଙ୍କୁ ଉଦ୍ଧାର କରଯାଇଥିଲା । ଟାଙ୍ଗୀ ପୁଲିସ କଟକ ବଡ ମେଡିକାଲକୁ ଆଣିବା ପରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । 

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Feb 6, 2021, 1:18 PM IST

ABOUT THE AUTHOR

...view details