ଓଡିଶା

odisha

ETV Bharat / state

ମାହାଙ୍ଗା ଡବଲ ମର୍ଡର: ଡେମୋ ଦେଖାଇଲା ମୁଖ୍ୟ ଅଭିଯୁକ୍ତ

ମାହାଙ୍ଗା ବିଜେପି ନେତା ଓ ତାଙ୍କ ସହଯୋଗୀ ହତ୍ୟା ଘଟଣାରେ ଡେମୋ ଦେଖାଇଲା ମୁଖ୍ୟ ଅଭିଯୁକ୍ତ । ଅଧିକ ପଢନ୍ତୁ...

mahanga double murder accused shows demo
ମାହାଙ୍ଗା ଡବଲ ମର୍ଡର: ଡେମୋ ଦେଖାଇଲା ମୁଖ୍ୟ ଅଭିଯୁକ୍ତ

By

Published : Jan 5, 2021, 4:31 PM IST

କଟକ: ମାହାଙ୍ଗା ଡର୍ବଲ ମର୍ଡର ଘଟଣାରେ ଡେମୋ ଦେଖାଇଲା ମୁଖ୍ୟ ଅଭିଯୁକ୍ତ । ଆଜି(ମଙ୍ଗଳବାର) ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀ ହତ୍ୟାକାଣ୍ଡ ସ୍ଥଳରେ ପହଞ୍ଚି ଏହି ଜଘନ୍ୟ ହତ୍ୟାର ଡେମୋ ଦେଖାଇଛି । ତେବେ ଏହି ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ସମେତ 4 ଜଣଙ୍କୁ ଗିରଫ କରାଯାଇଛି ।

ମାହାଙ୍ଗା ଡବଲ ମର୍ଡର: ଡେମୋ ଦେଖାଇଲା ମୁଖ୍ୟ ଅଭିଯୁକ୍ତ

ସୂଚନାଯୋଗ୍ୟ, ଗତ 2 ତାରିଖରେ ସାଲେପୁର ମାହାଙ୍ଗାର ଟାଣୁଆ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଶାସକ ଦଳ ପ୍ରତିହିଂସା ପରାୟଣ ହୋଇ ଏପରି କରିଥିବା ବିଜେପି ଅଭିଯୋଗ କରିଥିବାବେଳେ ଏହାକୁ ନେଇ ରାଜନୀତି ଜୋର ଧରିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details