ଓଡିଶା

odisha

ETV Bharat / state

ମହାମାୟାଙ୍କ ମହାଦଶମୀ: ବୁଢ଼ୀ ଠାକୁରାଣୀଙ୍କ ପାଖରେ ହୁଏ ଅପରାଜିତା ପୂଜା - ବୁଢ଼ୀ ଠାକୁରାଣୀ ପୂଜା ମଣ୍ଡପ

ଦଶମୀ ପୂଜା ନେଇ ସମସ୍ତ ପୂଜା ମଣ୍ଡପରେ ପୂଜାର୍ଚ୍ଚନା କରାଯାଉଥିବାବେଳେ କାଳିଗଳି ବୁଢ଼ୀ ଠାକୁରାଣୀ ପୂଜା ମଣ୍ଡପରେ ସନ୍ଧ୍ୟା ସମୟରେ ହେବ ସିନ୍ଦୂର ଖେଳ ।

ମହାମାୟାଙ୍କ ମହାଦଶମି: ଦଶମୀରେ ହୁଏ ଅପରାଜିତା ପୂଜା

By

Published : Oct 8, 2019, 3:07 PM IST

କଟକ: ଆଜି ପବିତ୍ର ବିଜୟା ଦଶମୀ । ଗାଁ ଠାରୁ ସହର ଉତ୍ସବମୁଖର । ତେବେ ଏହି ପୂଜା ବଜାରକୁ ଦଶହରାକୁ ଫିକା କଲା ବର୍ଷା ।

ମହାମାୟାଙ୍କ ମହାଦଶମି: ଦଶମୀରେ ହୁଏ ଅପରାଜିତା ପୂଜା

ଦଶମୀ ପୂଜା ନେଇ ସମସ୍ତ ପୂଜା ମଣ୍ଡପରେ ପୂଜାର୍ଚ୍ଚନା କରାଯାଉଥିବାବେଳେ କାଳିଗଳି ବୁଢ଼ୀ ଠାକୁରାଣୀ ପୂଜା ମଣ୍ଡପରେ ସନ୍ଧ୍ୟା ସମୟରେ ହେବ ସିନ୍ଦୂର ଖେଳ । ତେବେ କାଳିଗଳି ବୁଢ଼ୀ ଠାକୁରାଣୀ ପୂଜା ମଣ୍ଡପରୁ ଏନେଇ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ନାରାୟଣ ସାହୁ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details