ଓଡିଶା

odisha

ETV Bharat / state

ମହାନବମୀରେ କୁମାରୀ ପୂଜା ପରମ୍ପରା - ନବମୀ ପୂଜାରେ ରହିଥାଏ କୁମାରୀ ପୂଜାର ପରମ୍ପରା

ଆଜି ମଣ୍ଡପରେ ମହାଅଷ୍ଟମୀ ପୂଜା କରାଯାଉଥିବା ବେଳେ ପୀଠରେ ଆଜି ମହନବମୀ। ତେବେ ମହାନବମୀରେ କୁମାରୀ ପୂଜାର ପରମ୍ପରା ରହିଛି। ଏହି ପୂଜାରେ ନଅ ଜଣ କୁମାରୀଙ୍କୁ ମା’ଙ୍କ ଅବତାରରେ ପୂଜା କରାଯାଇଥାଏ। ଅଧିକ ପଢନ୍ତୁ...

ନବମୀ ପୂଜାରେ ରହିଥାଏ କୁମାରୀ ପୂଜାର ପରମ୍ପରା
ନବମୀ ପୂଜାରେ ରହିଥାଏ କୁମାରୀ ପୂଜାର ପରମ୍ପରା

By

Published : Oct 13, 2021, 2:06 PM IST

କଟକ: ଆଜି ମଣ୍ଡପରେ ମହାଅଷ୍ଟମୀ ପୂଜା କରାଯାଉଥିବା ବେଳେ ପୀଠରେ ଆଜି ମହନବମୀ। ବିଶେଷକରି ଯେଉଁ ଭକ୍ତମାନେ ନବରାତ୍ର କରନ୍ତି, ସେମାନେ ଏହି ପୂଜାକୁ ବେଶ ନିଷ୍ଠାର ସହ ପାଳନ କରିଥାଆନ୍ତି। ଏପଟେ ଯେଉଁମାନେ ପୀଠରେ ପୂଜା କରିଥାଆନ୍ତି , ସେମାନେ ଆଜି ନବମୀ ପୂଜା କରିଥାଆନ୍ତି। ତେବେ ଆଜି ନବମୀ ପୂଜାରେ କୁମାରୀ ପୂଜାର ପରମ୍ପରା ରହିଛି। ଏହି ପୂଜାରେ ନଅ ଜଣ କୁମାରୀଙ୍କୁ ମା’ଙ୍କ ଅବତାରରେ ପୂଜା କରାଯାଇଥାଏ।

ନବମୀ ପୂଜାରେ ରହିଥାଏ କୁମାରୀ ପୂଜାର ପରମ୍ପରା

କିନ୍ତୁ ଏଥର କୋରୋନା କଟକଣା ପାଇଁ ଶ୍ରଦ୍ଧାଳୁମାନେ ମନ୍ଦିର କିମ୍ବା ପୀଠ ନ ଯାଇ ଘରେ ଏହି ନବରାତ୍ର ପୂଜା ପାଳନ କରିଛନ୍ତି। ନଅ ଜଣ କୁମାରୀଙ୍କୁ ମା’ଙ୍କ ରୂପରେ ପୂଜା କରି ଏହି ନବରାତ୍ର ପୂଜା ପାଳନ କରାଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details