କଟକ : ମାହାଙ୍ଗା ନୃତାଙ୍ଗ ଡବଲ ମର୍ଡର ଘଟଣାରେ ଜାରି ରହିଛି ତୁମ୍ବି ତୋଫାନ । ଗୋଟିଏ ପଟେ ରାଜ୍ୟରେ ବିଜେଡି ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ ହେଉଥିଲାବେଳେ ଅନ୍ୟପଟେ ଆଜି ମାହାଙ୍ଗାରେ ବିଜେପି ନେତାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ମାହାଙ୍ଗା ସଚେତନ ନାଗରିକ ମଞ୍ଚ ।
ମାହାଙ୍ଗାରେ ବିଭିନ୍ନ ଦଳର ନେତାଙ୍କ କୁଶପୁତ୍ତଳିକା ଦାହ