ଓଡିଶା

odisha

ETV Bharat / state

କଟକରେ ନିରାଡମ୍ବର ଭାବରେ ପାଳିତ ହେଲା ବକ୍ରି ଇଦ

ଚଳିତବର୍ଷ ଫିକା ପଡିଲା ମୁସଲିମ ସଂପ୍ରଦାୟର ଇଦ-ଉଲ-ଜୁହା ପର୍ବ । ଘରେ ରହି କୋଭିଡ ନିୟମ ମାନି ପର୍ବ ପାଳିଲେ ଲୋକେ । ଅଧିକ ପଢନ୍ତୁ...

By

Published : Aug 1, 2020, 4:51 PM IST

କଟକରେ ନିରାଡମ୍ବର ଭାବରେ ପାଳିତ ହେଲା ବକ୍ରୀ ଇଦ
କଟକରେ ନିରାଡମ୍ବର ଭାବରେ ପାଳିତ ହେଲା ବକ୍ରୀ ଇଦ

କଟକ: ଆଜି ଇଦ-ଉଲ-ଜୁହା। ଭାଇଚାରା ସହରରେ ଏହି ପର୍ବ ଅତି ଧୁମଧାମ ସହକାରେ ପାଳନ କରାଯାଇଥାଏ । ହେଲେ ଚଳିତ ବର୍ଷ କୋରୋନା ପାଇଁ କଟକ ସହରରେ ଏହା ଫିକା ପଡିଛି ।

କୌଣସି ମସଜିଦରେ ସମୂହ ନମାଜ ପାଠ କରିନାହାନ୍ତି ମୁସଲମାନଭାଇ ମାନେ। କୋଭିଡ ନିୟମ ମାନି ଘରେ ରହି ଏହି ପର୍ବକୁ ପାଳନ କରାଯାଇଛି।

କଟକରେ ନିରାଡମ୍ବର ଭାବରେ ପାଳିତ ହେଲା ବକ୍ରୀ ଇଦ

ତେବେ ଦାନ ପାଇଁ ଆଜି ଦିନଟିକୁ ଘରେ ରହି ଅତି ନିରାଡମ୍ବର ଭାବରେ ପାଳନ କରାଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details