କଟକ: ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କୁ ଦିନ ଦ୍ବିପ୍ରହରରେ ଆକ୍ରମଣ । ଆକ୍ରମଣର ଭିଡ଼ିଓ ହେଲା ଭାଇରାଲ । ଋଣ ଖିଲାପି ଅଭିଯୋଗରେ ନିଆଳି ଅଞ୍ଚଳର ନିଆଳୀ ଶଡାଂସ ଗ୍ରାମର ଭାସ୍କର ଭୋଳଙ୍କ ପାୱାର ଟ୍ରାକ୍ EURO 45 ନଂ ଟ୍ରାକ୍ଟରକୁ ରିକଭରୀ କରିବା ପାଇଁ ଯାଇଥିଲେ ଉକ୍ତ ଫାଇନାନ୍ସ କର୍ମଚାରୀ । ଲକ୍ଷାଧିକ ଟଙ୍କାର ଖିଲାପ ଅଭିଯୋଗରେ ଟ୍ରାକ୍ଟରକୁ ରିକଭରି କରି ଆଣିଥିଲେ । ହେଲେ ଏହାର କିଛି ସମୟ ପରେ ଆରମ୍ଭ ହୋଇଥିଲା ମହାଭାରତ । ଭାସ୍କରଙ୍କ ପୁଅ ଓ ବୋହୂ ଉକ୍ତ କର୍ମଚାରୀ ଦୁହିଁଙ୍କୁ ନିର୍ଦ୍ଧୁମ ପିଟିଥିଲେ ।
ଫାଇନାନ୍ସ କର୍ମଚାରୀଙ୍କୁ ଆକ୍ରମଣ, ଭିଡିଓ ଭାଇରାଲ - finance company staff in cuttack
ଋଣ ଖିଲାପି ଅଭିଯୋଗରେ ନିଆଳୀ ଅଞ୍ଚଳର ଶଡାଂସ ଗ୍ରାମର ଭାସ୍କର ଭୋଳଙ୍କ ପାୱାର ଟ୍ରାକ୍ EURO 45 ନଂ ଟ୍ରାକ୍ଟରକୁ ରିକଭରି କରିବା ପାଇଁ ଯାଇଥିଲେ ଫାଇନାନ୍ସ କର୍ମଚାରୀ । ହେଲେ ଭାସ୍କରଙ୍କ ପୁଅ ଓ ବୋହୂ ଉକ୍ତ କର୍ମଚାରୀ ଦୁହିଁଙ୍କୁ ନିର୍ଦ୍ଧୁମ ପିଟିଥିଲେ । ଅଧିକ ପଢନ୍ତୁ...
ଫାଇନାନ୍ସ କର୍ମଚାରୀଙ୍କୁ ଆକ୍ରମଣ, ଭିଡିଓ ଭାଇରାଲ
ଫାଇନାନ୍ସ କର୍ମଚାରୀଙ୍କୁ ଆକ୍ରମଣ, ଭିଡିଓ ଭାଇରାଲ
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ