ଅବକାରୀ ବିଭାଗ ଚଢାଉ, ବିପୁଳ ପରିମାଣର ଆଇଡି ଲିକର ଜବତ - 10,675 ଲିଟର ପୋଚ ଏବଂ 805 ଲିଟର ଆଇଡି ଲିକର
ବିପୁଳ ପରିମାଣର ପୋଚ ଓ ଆଇଡି ଲିକର ସହ ଅନ୍ୟାନ୍ୟ ଅବକାରୀ ସାମଗ୍ରୀ ଜବତ କରିଛି କଟକ ଅବକାରୀ ବିଭାଗ । ତାଳବସ୍ତା ଓ କୋରଗାଁ ଗ୍ରାମରୁ ଏହି ସାମଗ୍ରୀ ଜବତ କରାଯାଇଛି । ଅଧିକ ପଢନ୍ତୁ...
![ଅବକାରୀ ବିଭାଗ ଚଢାଉ, ବିପୁଳ ପରିମାଣର ଆଇଡି ଲିକର ଜବତ ଅବକାରୀ ବିଭାଗ ଚଢାଉ, ବିପୁଳ ପରିମାଣର ଆଇଡି ଲିକର ଜବତ](https://etvbharatimages.akamaized.net/etvbharat/prod-images/768-512-8131406-656-8131406-1595428119274.jpg)
ଅବକାରୀ ବିଭାଗ ଚଢାଉ, ବିପୁଳ ପରିମାଣର ଆଇଡି ଲିକର ଜବତ
କଟକ: ଜିଲ୍ଲା ଅବକାରୀ ବିଭାଗକୁ ବଡ ସଫଳତା । ବିପୁଳ ପରିମାଣର ପୋଚ ଓ ଆଇଡି ଲିକର ସହ ଅନ୍ୟାନ୍ୟ ଅବକାରୀ ସାମଗ୍ରୀ ଜବତ କରିଛି ବିଭାଗ । ତାଳବସ୍ତା ଓ କୋରଗାଁ ଗ୍ରାମରୁ ଏହି ସାମଗ୍ରୀ ଜବତ କରାଯାଇଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ