ଓଡିଶା

odisha

ETV Bharat / state

ଓଡିଶା ଆସିବେ ଉପରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା କଡାକଡି - cuttack news

ଆସନ୍ତା 6 ତାରିଖରେ ଓଡିଶା ଆସିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ସମାଜର ସମ୍ବାଦପତ୍ରର 100 ବର୍ଷ ପାଳନ ଅବସରରେ ଯୋଗଦେବେ ଉପରାଷ୍ଟ୍ରପତି । ଅଧିକ ଖବର ପଢନ୍ତୁ...

ଓଡିଶା ଆସିବେ ଉପରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା କଡାକଡି

By

Published : Oct 4, 2019, 7:33 PM IST

କଟକ: ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଆସନ୍ତା ୬ ତାରିଖ ଅର୍ଥାତ ରବିବାର ଦିନ ସେ କଟକରେ ପହଞ୍ଚିବେ । ସମାଜର ସମ୍ବାଦପତ୍ରର 100 ବର୍ଷ ପାଳନ ଅବସରରେ ଯୋଗଦେବେ ଉପରାଷ୍ଟ୍ରପତି ।

ଓଡିଶା ଆସିବେ ଉପରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା କଡାକଡି

ସୂଚନା ଅନୁସାରେ, କଟକ ଇଣ୍ଡୋର ଷ୍ଟାଡିୟମ ଠାରେ ସମାଜର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ତେବେ ଉପରାଷ୍ଟ୍ରପତିଙ୍କ ଗ୍ରସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ । ସେନେଇ ଶୁକ୍ରବାର ଇଣ୍ଡୋର ଷ୍ଟାଡିୟମରେ ସୁରକ୍ଷା ନେଇ ସମୀକ୍ଷା କରାଯାଇଥିବା କଟକ ଡିସିପି କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details