ଓଡିଶା

odisha

By

Published : Nov 8, 2022, 10:07 PM IST

Updated : Nov 8, 2022, 10:36 PM IST

ETV Bharat / state

Baliyatra 2022: ଉଦଘାଟନ ହେଲା କଟକର ଐତିହାସିକ ବାଲିଯାତ୍ରା

ଜଙ୍ଗଲ ଉନ୍ନୟନ ମନ୍ତ୍ରୀ ତଥା ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଦ୍ୱାରା ଶୁଭାରମ୍ଭ ହେଲା କଟକ ଐତିହାସିକ ବାଲିଯାତ୍ରା । ଅଧିକ ପଢନ୍ତୁ

Baliyatra 2022:  ଉଦଘାଟନ ହେଲା କଟକ ଐତିହାସିକ ବାଲିଯାତ୍ରା
Baliyatra 2022: ଉଦଘାଟନ ହେଲା କଟକ ଐତିହାସିକ ବାଲିଯାତ୍ରା

କଟକ: ଉଦଘାଟିତ ହେଲା କଟକ ଐତିହାସିକ ବାଲିଯାତ୍ରା । ଜଙ୍ଗଲ ଉନ୍ନୟନ ମନ୍ତ୍ରୀ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗର ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଚଳିତବର୍ଷ ବାଲିଯାତ୍ରାକୁ ଶୁଭାରମ୍ଭ କରିଛନ୍ତି । ଇତିହାସରେ ନିଜର ପରିଚୟକୁ ସ୍ବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ କରିଥିବା କଟକ ସହରର ଏହା ହେଉଛି ଏକ ବଡ଼ ଐତିହ୍ୟ । ପୂର୍ବରୁ ଏହା ମହାନଦୀ ମଧ୍ୟ ଦେଇ ବୋଇତ ସାହାଯ୍ୟରେ ସାଧବ ପୁଅ ମାନେ ଇଣ୍ଡୋନେସିଆର, ଜାଭା ସୁମାତ୍ରା ଓ ବର୍ଣ୍ଣିଓ ବାଣିଜ୍ୟ କରିବା ପାଇଁ ଯାଉଥିଲେ । ସେବେଠୁ ଏହି ବାଲିଯାତ୍ରା ପରମ୍ପରା ରହି ଆସିଛି।

ଉଦଘାଟନ ହେଲା କଟକର ଐତିହାସିକ ବାଲିଯାତ୍ରା

ତେବେ ବର୍ତ୍ତମାନର ବାଲିଯାତ୍ରା ରାଜ୍ୟସ୍ତରୀୟ ହୋଇଛି । ଆଗମୀ ଦିନରେ ଏହାକୁ ଜାତୀୟସ୍ତରୀୟ ମାନ୍ୟତା ମିଳିବା ନେଇ ସମସ୍ତ ପ୍ରଚେଷ୍ଟା ଜାରି ରହିଥିବା ନେଇ କହିଛନ୍ତି ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ଏହାଛଡ଼ା ଏହି ବାଲିଯାତ୍ରା 1000 ବର୍ଷ ସହରର ଏକ ସ୍ୱତନ୍ତ୍ର ପରିଚୟ ।

ଇଟିଭି ଭାରତ, କଟକ

Last Updated : Nov 8, 2022, 10:36 PM IST

ABOUT THE AUTHOR

...view details