ଓଡିଶା

odisha

ETV Bharat / state

ହାଇକୋର୍ଟରେ ASO ପରୀକ୍ଷା ମାମଲା, ଚୂଡାନ୍ତ ତାଲିକା ପ୍ରକାଶ ଉପରେ ରୋକ୍ - HC issues stay on publishing of final mark list

ହାଇକୋର୍ଟରେ ASO ପରୀକ୍ଷା ଅନିୟମିତତା ମାମଲା । ଚୂଡାନ୍ତ ପ୍ରକାଶ ଉପରେ ପ୍ରକାଶ ଉପରେ ହାଇକୋର୍ଟଙ୍କ ଅଙ୍କୁଶ । ଅଧିକ ପଢ଼ନ୍ତୁ

high court hearing on aso examination
ହାଇକୋର୍ଟରେ ASO ପରୀକ୍ଷା ମାମଲା, ଚୂଡାନ୍ତ ମେରିଟ ଲିଷ୍ଟ ପ୍ରକାଶ ଉପରେ ରୋକ

By

Published : Dec 2, 2022, 1:44 PM IST

Updated : Dec 2, 2022, 1:53 PM IST

କଟକ: ହାଇକୋର୍ଟରେ ASO ପରୀକ୍ଷା ଅନିୟମିତତା ମାମଲା । ଚୂଡାନ୍ତ ମେରିଟ ଲିଷ୍ଟ ପ୍ରକାଶ ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ । ବିନା ଅନୁମତିରେ ଫଳ ପ୍ରକାଶ ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି । ତେବେ କମ୍ପ୍ୟୁଟର ପ୍ରୋଫିସିଏନ୍ସି ଜାରି ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ASO ପରୀକ୍ଷା ମୂଲାୟନକୁ ନେଇ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା । OPSCକୁ ଆବେଦନର ନକଲ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସବଜେକ୍ଟ ୱାଇଜ କ୍ୱାଲିଫାଇଂ (Subject wise Qualifying) ମାର୍କକୁ ନେଇ ଆବେଦନାକାରୀ ଆପତ୍ତି ଉଠାଇଥିଲେ । ପୂର୍ବ ପଦ୍ଧତି ଅନୁଯାୟୀ ମେରିଟ ଲିଷ୍ଟ ପ୍ରକାଶ କରିବାକୁ ଆବେଦନ କରାଯାଇଥିଲା ।

ଇଟିଭି ଭାରତ, କଟକ

Last Updated : Dec 2, 2022, 1:53 PM IST

ABOUT THE AUTHOR

...view details